ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ ଲକଡାଉନର ପ୍ରଭାବ ରାଜ୍ୟରେ କିଛିମାତ୍ରାରେ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି । ଏହା ମଧ୍ୟରେ ଆଜି ପୁଣି ୩,୪୦୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧,୪୬୩ ଓ ସ୍ଥାନୀୟ ଅଞ୍ଚଳରୁ ୧,୪୬୩ ଜଣ ଚିହ୍ନଟ ହୋଇଛନ୍ତି ।
ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୯ ହଜାର ୫୨୬ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୪ ହଜାର ୯୮୧ ରହିଥିବା ବେଳେ ୫୧ ହଜାର ୧୦୪ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 14th June
New Positive Cases: 3405
In quarantine: 1942
Local contacts: 1463(Details of local contacts will be shared by concerned Dist Administration)
District Wise Cases:
1. Angul: 183
2. Balasore: 296
3. Bargarh: 66
4. Bhadrak: 179
5. Balangir: 18— I & PR Department, Odisha (@IPR_Odisha) June 15, 2021
22. Mayurbhanj: 187
23. Nawarangpur: 83
24. Nayagarh: 97
25. Nuapada: 28
26. Puri: 141
27. Rayagada: 45
28. Sambalpur: 38
29. Sonepur: 25
30. Sundargarh: 48
31. State Pool: 76New recoveries: 8182
Cumulative tested: 12777739
Positive: 859526
Recovered: 804981
Active case: 51104— I & PR Department, Odisha (@IPR_Odisha) June 15, 2021