‘ବିନା ଫିଟନେସରେ ପିଲାଙ୍କୁ ନେବା ଆଣିବା କରୁଛି ସ୍କୁଲ ବସ୍’; ପରିବହନ ମନ୍ତ୍ରୀଙ୍କ ସୂଚନା
ରାଜଧାନୀରେ ଗଡ଼ୁଛି ବିନା ଫିଟନେସର ସ୍କୁଲ ବସ୍, ପରିବହନ ମନ୍ତ୍ରୀ ଦେଲେ ସୂଚନା
ଭୁବନେଶ୍ୱର: ବିନା ଫିଟନେସରେ ପିଲାଙ୍କୁ ନେବା ଆଣିବା କରୁଛି ସ୍କୁଲ ବସ୍ । ଭୁବନେଶ୍ୱରରେ ୪ ଶହ ୬୦ଟି ସ୍କୁଲ ବସର ନାହିଁ ଫିଟନେସ । ବିନା ଫିଟନେସରେ ପିଲାଙ୍କୁ ନେବା ଆଣିବା କରୁଛି ସ୍କୁଲ୍ ବସ୍ ।
ଏ ନେଇ ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତି ଜେନା ଲିଖିତ ଉତ୍ତର ଦେଇଛନ୍ତି ।