ଇଂଲଣ୍ଡ: ଭାରତ- ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ୟାଚରେ ଅଲ ଆଉଟ୍ ହେଲା ଇଣ୍ଡିଆ । ଭାରତ ପ୍ରଥମ ଇନିଂଶରେ ୩୫୮ ରନ କରି ଅଲ ଆଉଟ୍ ହୋଇଛି ।
ଦ୍ୱିତୀୟ ଦିନରେ ଇଂଲଣ୍ଡ ମାଞ୍ଚେଷ୍ଟର ଷ୍ଟାଡିୟମରେ ବ୍ୟାଟିଂ କରିବ ।
ପାଦ ଭାଙ୍ଗି ଆହତ ହୋଇ ମଧ୍ୟ ୪ର୍ଥ ଟେଷ୍ଟ ମ୍ୟାଚରେ ବ୍ୟାଟିଂ କରିବାକୁ ଯାଇଥିଲେ । କାରଣ ଭାରତୀୟ ଟିମ୍ ପାଖରେ କୌଣସି ବିକଳ୍ପ ନ ଥିଲା ।
ଦ୍ୱିତୀୟ ଦିବସୀୟ ମ୍ୟାଚରେ ପନ୍ତଙ୍କ ସ୍ଥାନରେ ଧୃବ ଜୁରେଲ୍ ଷ୍ଟମ୍ପ ପଛରେ ଛିଡ଼ା ରହିବେ ।
ଇଂଲଣ୍ଡ ଖେଳାଳି ବେନ ଷ୍ଟ୍ରୋକ୍ସ ୫ ୱିକେଟ ନେଇଥିବାବେଳେ ଜୋଫ୍ରା ଆର୍ଚର ୩ ଟି ୱିକେଟ ନେଇଛନ୍ତି ।