fbpx

ଗଞ୍ଜାମ ଜିଲ୍ଲାକୁ ୬ ଜାତୀୟ ପଞ୍ଚାୟତ ଆୱାର୍ଡ

Advertisement

ଛତ୍ରପୁର, (ଭାସ୍କର ନ୍ୟୁଜ୍‌) : ଗଞ୍ଜାମ ଜିଲ୍ଲାକୁ ୬ ଟି ଜାତୀୟ ପଞ୍ଚୟତ ଆୱାର୍ଡ-୨୦୨୨ ମିଳିଛି । ସେଥିମଧ୍ୟରେ ଜ଼ିଲ୍ଲାର ହିଞ୍ଜିଳି ବ୍ଲକ, ଶେରଗଡ଼ ବ୍ଲକ, ସାରୁ ଓ କେଳୁଆପଲ୍ଲୀ ଗ୍ରାମ ପଞ୍ଚାୟତକୁ ଦିନଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ଆୱାର୍ଡ ମିଳିଛି । ସେହିପରି କାଇଁଚପୁର ଗ୍ରାମପଞ୍ଚାୟତକୁ ଚାଇଲଡ ଫ୍ରେଣ୍ଡଲୀ ଗ୍ରାମପଞ୍ଚାୟତ ଆୱାର୍ଡ ଓ ମହୁପଦର ଗ୍ରାମପଞ୍ଚାୟତକୁ ନାନାଜି ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର ଆୱାର୍ଡ ମିଳିଛି।

Get real time updates directly on you device, subscribe now.