fbpx

ମହାନଦୀ କୂଳରେ ଖେଳୁଥିବା ସମୟରେ ଅଘଟଣ, ୮ ବର୍ଷର ବାଳକକୁ ଟାଣିନେଲା କୁମ୍ଭୀର

Advertisement

ଅନୁଗୁଳ:  ଜଣେ ୮ ବର୍ଷର ନାବାଳକକୁ ଗୋଟିଏ କୁମ୍ଭୀର ମହାନଦୀକୁ ଟାଣି ନେଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥାନୀୟ ଲୋକେ ମହାନଦୀରୁ ବାଳକର ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି । ମୃତକ ଜଣଙ୍କ ଟିକରପଡ଼ା ଘାଟ ସାହି ଅଞ୍ଚଳର ବୋଲି ଜଣାପଡ଼ିଛି । ଟିକରପଡ଼ା ମହାନଦୀ କୂଳରେ ଖେଳୁଥିବା ବେଳେ ଏହି ଅଘଟଣ ଘଟିଥିଲା ।

Get real time updates directly on you device, subscribe now.