ପିପିଲି: ପିପିଲି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ।
ଅଭିଯୋଗ ପରେ ପିପିଲି ପୋଲିସର ତନାଘନା । ପିପିଲି ଥାନାରେ ଅଭିଯୁକ୍ତ ଅଟକ ।
ଘଟଣାର ତଦନ୍ତ ଚଳାଇଛି ପୋଲିସର ସ୍ୱତନ୍ତ୍ର ଟିମ୍ । ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ବଙ୍ଗାଲି ଫେରିବାଲା ବୋଲିସ ସୂଚନା ।
କିଛିଦିନ ହେବ ଫେରିବାଲା ପିପିଲିରେ ରହି ବେପାର କରୁଥିଲା । ଅଭିଯୋଗ ପରେ ଫେରିବାଲାକୁ ଉଠାଇ ନେଇଛି ପୋଲିସ ।