fbpx

(ଭିଡିଓ) ପୁଣି ଧାରଣାରେ ବସିଲେ ବୋହୂ ତପସ୍ୱିନୀ

ଗଞ୍ଜାମ: ତପସ୍ୱିନୀ ଓ ଡାକ୍ତର ସୁମିତ ପାରିବାରିକ ବିବାଦ ମାମଲା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ମାମଲାରେ ଦିନକୁ ଦିନ ନୂଆ ମୋଡ଼ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ପୁଣି ଏହି ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ । ପୁଣି ଧାରଣାରେ ବସିଛନ୍ତି ତପସ୍ୱିନୀ । ବ୍ରହ୍ମାନଗର ସ୍ଥିତ ଶ୍ୱଶୁର ଘର ଆଗରେ ଧାରଣା ଦେଲେ ତପସ୍ୱିନୀ ।

ସେପଟେ ତପସ୍ୱିନୀଙ୍କ ଓକିଲ କହିଛନ୍ତି ସୁମିତ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି, ତପସ୍ୱିନୀଙ୍କୁ ଅସୁରକ୍ଷିତ ଭାବେ ଛାଡ଼ିଦେଇଛନ୍ତି । ଆସିକା ଥାନାରେ ଜଣାଇବାକୁ ଓ ସାନି ପିଟିସନ କରିପାରିବେ ବୋଲି କହିଲେ ଓକିଲ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.