fbpx

(ଭିଡ଼ିଓ)ଦୁବାଇର ଶାସକଙ୍କୁ ଛାଡ଼ପତ୍ର ମାଗିଲେ ପୂର୍ବପତ୍ନୀ, ମିଳିଲା ଏତେ ଟଙ୍କା ଯେ ଗଣି ଗଣି ଥକିଯିବେ

ଲଣ୍ଡନ: ଦୁବାଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମ ତାଙ୍କ ପୂର୍ବତନ ପତ୍ନୀ ରାଜକୁମାରୀ ହୟରଙ୍କୁ ପାଖାପାଖି ୫୫୦୦ କୋଟି ଟଙ୍କା କ୍ଷତିପୂରଣ ଦେବେ ବୋଲି ବିଟ୍ରେନର ଏକ ହାଇକୋର୍ଟ ମଙ୍ଗଳବାଦ ଦିନ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ବିଟ୍ରେନର ଇତିହାସରେ ସବୁଠାରୁ ମହଙ୍ଗା ଛାଡ଼ପତ୍ର ଭାବେ ରେକର୍ଡ ହୋଇଛି । ପୂର୍ବତନ ପତ୍ନୀ ହୟା ବିନ୍ତ ଅଲ ହୁସେନ ଏବଂ ୨ ପିଲାଙ୍କ ଚଳିବା ପାଇଁ ରଶିଦଙ୍କୁ ୫୫୦୦ କୋଟି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ରାଶି ବଳରେ ସେ ଆଜୀବନ ସୁରକ୍ଷିତ ଭାବେ ଚଳିପାରିବେ ବୋଲି କୋର୍ଟ କହିଛନ୍ତି ।

3 मई 1974 को जॉर्डन में जन्‍मीं राजकुमारी हया बिंत अल-हुसैन (Haya Bint al-Hussein) दुबई के किंग शेख मोहम्मद बिन राशिद अल-मकतूम की छठी पत्नी हैं और जॉर्डन के शाही परिवार से ताल्‍लुक रखती हैं. हया जॉर्डन के किंग हुसैन की तीसरी पत्‍नी आलि‍या की बेटी हैं. 3 साल की उम्र में ही हया की मां की मौत एक विमान हादसे में हो गई थी. वहीं, 1999 में एक बीमारी के कारण पिता की मौत हो गई थी.

ଉଚ୍ଚ ନ୍ୟାୟାଳୟ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମଙ୍କୁ ନିଜ ୬ଷ୍ଠ ପତ୍ନୀ ରାଜକୁମାରୀ ହୟାଙ୍କୁ ୨୫.୧୫ କୋଟି ପାଉଣ୍ଡ ଦେବାକୁ ପଡିବ । ଏହା ସହିତ ନିଜ ସନ୍ତାନ ୧୪ ବର୍ଷୀୟ ଅଲ ଜଲିଲ ଓ ୯ ବର୍ଷୀୟ ଜାୟଦଙ୍କୁ ୨୯ କୋଟି ପାଉଣ୍ଡର ବ୍ୟାଙ୍କ ଗ୍ୟାରେଣ୍ଟି ଭାବେ ଦେବାକୁ ପଡ଼ିବ ।

राजकुमारी हया की पढ़ाई- लिखाई UK से हुई. उन्‍होंने ऑक्‍सफोर्ड से राजनीति, दर्शनशास्‍त्र और अर्थशास्‍त्र की पढ़ाई की है। राजकुमारी हया का खेल जगत से काफी जुड़ाव रहा है. मात्र 13 साल की उम्र में उन्‍होंने अंतरराष्‍ट्रीय स्‍तर पर घुड़सवारी में कॅरियर बनाने की शुरुआत की. 1992 में सातवें पैन अरब गेम्‍स में ब्रॉन्‍ज मेडल जीता. 1993 में इन्‍हें जॉर्डन का एथलीट ऑफ द ईयर घोषित किया गया. इतना ही नहीं, पैन अरब इक्‍वेस्ट्रियन गेम्‍स में मेडल जीतने वाली वे पहली महिला थीं. 2007 में राजकुमारी हया इंटरनेशनल ओलंपिक कमेटी की मेम्‍बर भी बनीं.

ତେବେ ୧୯୭୪ ମେ ୪ରେ ଜୋର୍ଡ଼ାନରେ ଜନ୍ମ ହୋଇଥିବା ରାଜକୁମାରୀ ହୟା ବିନ୍ତ ଅଲ ହୁସେନ ଦୁବାଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମଙ୍କ ୬ଷ୍ଠ ପତ୍ନୀ । ୨୦୦୪ରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ୨୦୧୯ରେ ହୟା ତାଙ୍କ ପିଲାମାନଙ୍କ ସହ ଲୁଚି କରି ଜର୍ମାନୀ ପଳାଇଥିଲେ ଏବଂ ସେଠାରେ ତାଙ୍କ ଜୀବନପ୍ରତି ବିପଦ ଥିବା ଦର୍ଶାଇ ଛାଡପତ୍ର ପାଇଁ ଆବେଦନ କରିଥିଲେ ।

2004 में राजकुमारी हया ने दुबई के शासक शेख मुहम्मद बिन राशिद अल मकतूम से निकाह किया। लेकिन 2019 में अचानक दुबई छोड़कर इंग्लैंड चली गईं। इसके बाद अपने पति पर कई आरोप लगाए। राजकुमारी ने खुद को जान का खतरा भी बताया था। जज के फैसले के मुताबिक, राजकुमारी हया ने मामले के दौरान कहा कि उनकी घेराबंदी की गई थी और शेख की निगरानी परेशान करने वाली थी.

ହୟା ଜଣେ ପୂର୍ବତନ ଅଲିମ୍ପିଆନ,ସମାଜସେବୀ, ଆଇଓସିର ପୂର୍ବତନ ସଦସ୍ୟ, ଅଶ୍ୱଚାଳନା ଫେଡେରେଶନର ସଭାପତି ଏବଂ ଜୋର୍ଡାନର ପ୍ରଥମ ମହିଳା ଭାବେ ଭାରୀ ଯାନ ଚଳାଇବା ଲାଇସେନ୍ସ ହାସଲ କରିଥିଲେ । ତାଙ୍କୁ ଘରେ ଘେରାବନ୍ଦୀ କରି ରଖାଯାଉଥିବା ସେ ଅଭିଯୋଗ କରିଥିଲେ ।

जज के फैसले के मुताबिक, राजकुमारी हया ने मामले के दौरान कहा कि उनकी घेराबंदी की गई थी और शेख की निगरानी परेशान करने वाली थी. राजकुमारी ने वित्तीय दावा इसलिए किया था, क्योंकि वह अपनी निजी संपत्ति को फिर से हासिल करना चाहती थीं. समझौते के हिस्से के रूप में जज मूर ने निजी जेट विमानों पर उड़ानों सहित छुट्टियों पर खर्च करने के लिए परिवार को सालाना 5 मिलियन पाउंड से अधिक का पुरस्कार दिया.

Get real time updates directly on you device, subscribe now.