fbpx

ନୂଆବର୍ଷରୁ ମହଙ୍ଗା ହେବ କ୍ୟାବ୍‌ ସେବା, ପହିଲାରୁ ଭଡ଼ା ବଢ଼ାଇବେ ଓଲା-ଉବର

ନୂଆଦିଲ୍ଲୀ: ନୂଆବର୍ଷରୁ ମହଙ୍ଗା ହେବ ଓଲା-ଉବର ଭଡା । ନୂଆବର୍ଷରୁ ସାରା ଦେଶରେ ମହଙ୍ଗା ହେବାକୁ ଯାଉଛି ଅନଲାଇନ୍‌ କ୍ୟାବ୍‌ ସେବା । ପୂର୍ବରୁ ଅନଲାଇନରେ କ୍ୟାବ୍‌ ବୁକ୍‌ କରି ଯାତ୍ରା କଲେ ଯେତିକି ଟଙ୍କା ଦେଉଥିଲେ, ଏବେ ତା’ଠାରୁ ଅଧିକ ଟଙ୍କା ଦେବାକୁ ପଡିବ । କେନ୍ଦ୍ର ସରକାରଙ୍କ ଜିଏସଟି କାଉନସିଲ୍‌ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯେଉଁଥିରେ ଆପ୍‌ ବେସଡ୍‌ କ୍ୟାବ୍‌ ସର୍ଭିସକୁ ଜିଏସଟି ଅର୍ନ୍ତଭୁକ୍ତ କରାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.