fbpx

ରିଅଲ୍‌ମି ୯ ଆଇର ଉନ୍ମୋଚନ, ଏହି ସ୍ମାର୍ଟ ଫୋନ୍‌ରେ ରହିଛି ଦମ୍‌ଦାର ଫିଚର୍ସ

ମୁମ୍ବାଇ: ଭାରତର ଦ୍ରୁତ-ବିକଶିତ ସ୍ମାର୍ଟଫୋନ୍‌ ବ୍ରାଣ୍ଡ ରିଅଲ୍‌ମି ପକ୍ଷରୁ ଏହାର ଅଲ୍ଟିମେଟ୍‌ ପର୍‌ଫର୍ମର୍‌ ରିଅଲ୍‌ମି ୯ ଆଇର ଉନ୍ମୋଚନ କରାଯାଇଛି । ରିଅଲ୍‌ମି ୯ ଆଇ ପ୍ରଥମ ସ୍ମାର୍ଟଫୋନ୍‌ ଅଟେ। ଯାହାକି ୬ଏନ୍‌ଏମ୍‌ ପ୍ରୋସେସ୍‌ ଉପରେ ଆଧାରିତ କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ ୬୮୦ଦ୍ୱାରା ପରିଚାଳିତ ।

ଏହି ସ୍ମାର୍ଟଫୋନ୍‌ ଯୁବ ଉପଭୋକ୍ତାମାନଙ୍କ ପାଇଁ ଏକ ଅତୁଳନୀୟ ଅନୁଭୂତି ଆଣିବା ପାଇଁ ଡାର୍ଟ ଚାର୍ଜିଂ ସଲ୍ୟୁଶନ, ବିଶାଳ ବ୍ୟାଟେରୀ, ଚମତ୍କାର ନାଇଟ୍‌ସ୍କେପ୍‌ କ୍ୟାମେରା, ସୁଗମ ଆଡାପ୍ଟିଭ୍‌ ଡିସ୍‌ପ୍ଲେ ଭଳି ଅନେକ ଅତ୍ୟାଧୁନିକ ଫିଚରଗୁଡିକ ସହିତ ସୁସଜ୍ଜିତ ରହିଛି ।

Get real time updates directly on you device, subscribe now.