• Likes
  • Followers
  • Subscribers
  • Followers
  • Android App
  • Thursday, August 14, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଆପଣଙ୍କ ଜିମେଲ ଆକାଉଣ୍ଟ ଲକ୍ ହୋଇଗଲେ ଖୋଲିବେ କିପରି: ଜାଣନ୍ତୁ ଏହି ୯ଟି ତରିକା

ଆପଣଙ୍କ ଜିମେଲ ଆକାଉଣ୍ଟ ଲକ୍ ହୋଇଗଲେ ଖୋଲିବେ କିପରି: ଜାଣନ୍ତୁ ଏହି ୯ଟି ତରିକା

By Manas Pradhan Last updated Jan 24, 2022 at 3:13 PM
Share

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଜିମେଲ ସମଗ୍ର ବିଶ୍ୱରେ ଏକ ଲୋକପ୍ରିୟ ଇମେଲ ସର୍ଭିସ୍ ଭାବେ ମାନ୍ୟତା ଲାଭ କରିଛି । ତେବେ ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମକୁ ବ୍ୟବହାର କରିବାକୁ ହେଲେ ଆପଣଙ୍କ ପାଖରେ ଜିମେଲ ଆକାଉଣ୍ଟ ରହିବା ନିହାତି ଆବଶ୍ୟକ । ଆଜିକାଲି ଠକାମି ବଢ଼ିଥିବା ବେଳେ ଅନେକ ଲୋକଙ୍କର ଜିମେଲ ଆକାଉଣ୍ଟ ହ୍ୟାକ୍ ହୋଇଯାଇଥାଏ । ଏଥିସହ ବେଳେବେଳେ ମଧ୍ୟ ବିଭିନ୍ନ କାରଣରୁ ଆକାଉଣ୍ଟ ଲକ୍ ହୋଇଯାଇଥାଏ । ତେବେ ଆକାଉଣ୍ଟ ଥରେ ଲକ୍ ହୋଇଗଲେ ଆପଣ ଗୁଗଲ ଫଟୋ, ଗୁଗଲ ଡକସ, ଗୁଗଲ ମିଟ ପରି ଅନେକ ସେବା ପାଇବାରୁ ବଞ୍ଚିତ ହୋଇଥାନ୍ତି । ତେବେ ଏପରି ୯ଟି ତରିକା ଆପଣାଇ ଆପଣ ନିଜର ଆକାଉଣ୍ଟକୁ ସୁରକ୍ଷିତ ରଖିବା ସହ ଡାଟା ପୁନର୍ବାର ଫେରି ପାଇବେ ।

୧- ଏପରି ସମସ୍ୟା ଦେଖାଦେଲେ ଆପଣ ନିଜର ସାଇନ ଇନ୍ କରିବା ପାଇଁ ଜିମେଲ ଆକାଉଣ୍ଟର ପାସୱାର୍ଡ ବ୍ୟବହାର କରିବା ପରିବର୍ତ୍ତେ ନିଜର ଫୋନ୍ ନମ୍ବର ବ୍ୟବହାର କରନ୍ତୁ ।

୨- ଗୁଗଲ ସର୍ବଦା ଆପଣଙ୍କୁ ପାସୱାର୍ଡ/ଓଟିପି ପଠାଇବା ପାଇଁ ଇମେଲ ଆଇଡି କିମ୍ବା ଫୋନ ନମ୍ବର ମାଗିଥାଏ । ତେଣୁ ଆପଣ ବର୍ତ୍ତମାନ ଯାହା ବ୍ୟବହାର କରୁଥିବେ, ତାହାକୁ ଦେବା ଜରୁରୀ ।

ଆହୁରି ପଢନ୍ତୁ

ହୋଟେଲ ରୁମରେ ଝୁଲିପଡ଼ିଲେ ମହିଳା, ପୁରୁଷ; ୨…

ହେ ଭଗବାନ ଏ କ’ଣ ହୋଇଗଲା……

୩- ଅନ୍ୟ ଏକ ତରିକା ହେଉଛି ଆପଣ ଆଇଫୋନ କିମ୍ବା ଆଇପ୍ୟାଡରେ ନିଜର ଗୁଗଲ ଆକାଉଣ୍ଟ ବ୍ୟବହାର କରିବା । ଏହି ଡିଭାଇସ୍ ପାସୱାର୍ଡ ମାଗିନଥିବା ବେଳେ କେବଳ ଆପଣ ନିଜକୁ ଭେରିଫାଏ କରିପାରିବେ ।

୪- ସମସ୍ତ ଆଡ୍ରଏଡ ଫୋନ ଗୁଗଲ ଆକାଉଣ୍ଟ ସହ ଲିଙ୍କ ହୋଇଥାଏ । ତେଣୁ ଆପଣ ନିଜର ଆକାଉଣ୍ଟ ଆକ୍ସେସ୍ କରିବା ପାଇଁ ଲିଙ୍କଡ ଫୋନ ନମ୍ବର ଦ୍ୱାରା ଭେରିଫାଏ କରିପାରିବେ । ଏ କ୍ଷେତ୍ରରେ ଗୁଗଲ ଅଥେଣ୍ଟିକେଟର ଆପର ବ୍ୟବହାର କରିହେବ ।

୫- ସାଧାରଣ ଭାବେ ଆପଣ ନିଜର କମ୍ପ୍ୟୁଟର, ଲାପଟପ କିମ୍ବା ପିସିରେ ସାଇନ୍ ଇନ୍ କରିପାରିବେ ।

୬- ଯଦି ରିକଭରି ପାଇଁ ଆପଣଙ୍କ ପାଖରେ ଇନଫରମେସନ ନାହିଁ, ତେବେ ଆପଣ ଗୁଗଲ ଆକାଉଣ୍ଟ ପେଜରେ ଚେକ୍ କରିପାରିବେ । ‘Why we can verify it’s you’ ମାଧ୍ୟମରେ ଆପଣ ଇମେଲ ରିକଭରି କରିପାରିବେ ।

୭- ଇମେଲ ଆକାଉଣ୍ଟ ସିକ୍ରେଟ ପ୍ରଶ୍ନ ସହିତ ଲିଙ୍କ ଥାଏ, ଏହା ଆପଣଙ୍କୁ ରିକଭରି କ୍ଷେତ୍ରରେ ସାହାଯ୍ୟ କରିବ । ତେଣୁ ଆପଣ ଏହି ପ୍ରଶ୍ନକୁ ସ୍କିପ କରନ୍ତୁ ନାହିଁ ।

୮- ଆପଣଙ୍କର ପୂର୍ବବର୍ତ୍ତୀ ପାସୱାର୍ଡ ଦ୍ୱାରା ଗୁଗଲ ଆଇଡେଣ୍ଟିଟି ଭେରିଫାଏ କରିଥାଏ । ତେଣୁ ଆପଣ ପୁରୁଣ ପାସୱାର୍ଡକୁ ରେକର୍ଡ କରି ରଖନ୍ତୁ ।

୯- ଯଦି କୌଣସି ତରିକା କାମ କରେ ନାହିଁ, ତେବେ ଗୁଗଲ ଆପଣଙ୍କୁ କେବେ ଆକାଉଣ୍ଟ କ୍ରିଏଟ କରିଥିଲ ବୋଲି ପ୍ରଶ୍ନ ପଚାରିଥାଏ । ଆପଣଙ୍କ ସଠିକ୍ ଉତ୍ତର ଆପଣଙ୍କୁ ସହାୟତା ପ୍ରଦାନ କରିଥାଏ ।

Share

Prev Post

ଏହି ରାଜ୍ୟରୁ ଚିହ୍ନଟ ହେଲା Stealth Omicronର ୨୧ ମାମଲା, ୬ ଶିଶୁ ରହିଛନ୍ତି ସାମିଲ; ଫୁସଫୁସ ଉପରେ ପକାଉଛି ପ୍ରଭାବ

Next Post

ICC କ୍ରିକେଟର ଅଫ୍ ଦ ଇୟର: ସ୍ମୃତି ମନ୍ଧାନାଙ୍କୁ ଶ୍ରେଷ୍ଠ ମହିଳା କ୍ରିକେଟର ପୁରସ୍କାର

You might also like More from author
Breaking News

ହୋଟେଲ ରୁମରେ ଝୁଲିପଡ଼ିଲେ ମହିଳା, ପୁରୁଷ; ୨ ଦିନ ପରେ ଭଙ୍ଗାହେଲା କବାଟ

Featured

ହେ ଭଗବାନ ଏ କ’ଣ ହୋଇଗଲା… ଜନ୍ମଦିନରେ କେକ୍ କାଟିବା ବଦଳରେ ବମ୍ ପରି ବ୍ଲାଷ୍ଟ…

Breaking News

ଅଗଷ୍ଟ ୧୬ ରେ ପ୍ରକାଶ ପାଇବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ, ଜାଣନ୍ତୁ କେଉଁ ସମୟରେ ବାହାରିବ…

Breaking News

ପ୍ରେମ ଜଲ-ବିବାହ, ତାପରେ ମୁସଲମାନରୁ ହିନ୍ଦୁ; ଏବେ ମହିଳା ନୁହେଁ, ପୁରୁଷମାନେ ହେଉଛନ୍ତି…

Breaking News

(Video) ବାବରେ କି ଭୟଙ୍କର ଦୃଶ୍ୟ… ପ୍ରକୃତିର ତାଣ୍ଡବ ନେଲା ୨ ଯବାନଙ୍କ ସମେତ ୩୮ ଜଣଙ୍କ…

Breaking News

ଏ ହେଉଛି ସାପଙ୍କ ପାଇଁ ଲକ୍ଷ୍ମଣଗାର, ଦୁଆର ମୁହଁରେ ପକାଇଲେ କୋବ୍ରା ବି ପଶିପାରିବନି

Prev Next
Advertisement
ADVERTISEMENT
Odisha Bhaskar

Recent Posts

ଆଜି ଥାନା ଛୁଟି, କାଲି ଆସ ଅଭିଯୋଗ…

ସ୍କୁଲ ଶୌଚାଳୟରେ ୮ ବର୍ଷର ଝିଅକୁ ରେପ୍…

ଜନ୍ମାଷ୍ଟମୀରେ ସନ୍ତାନ ପ୍ରାପ୍ତି ଉପାୟ କଲେ…

ହୋଟେଲ ରୁମରେ ଝୁଲିପଡ଼ିଲେ ମହିଳା, ପୁରୁଷ; ୨…

ହେ ଭଗବାନ ଏ କ’ଣ ହୋଇଗଲା……

ମୁହଁରେ ବସୁଥିଲେ ମାଛି, କଥା କହିବାକୁ ଦେହରେ ନ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ହୋଟେଲ ରୁମରେ ଝୁଲିପଡ଼ିଲେ ମହିଳା, ପୁରୁଷ; ୨…

ହେ ଭଗବାନ ଏ କ’ଣ ହୋଇଗଲା……

ଅଗଷ୍ଟ ୧୬ ରେ ପ୍ରକାଶ ପାଇବ ମାଟ୍ରିକ…

ପ୍ରେମ ଜଲ-ବିବାହ, ତାପରେ ମୁସଲମାନରୁ ହିନ୍ଦୁ;…

Prev Next 1 of 27,642
© 2025 - TK Digital All Rights Reserved.