fbpx
BSKY SKY
BSKY SKY

BSNL ମୋବାଇଲ୍ ସେବା ଠପ୍, ସାଧାରଣରେ ଅସନ୍ତୋଷ ବୃଦ୍ଧି

BSKY

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦରମହକୁମା ଥିବା BSNL ସେବା ଠପ୍ ହୋଇଯାଇଛି, ଯାହା ଫଳରେ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ସେବା ଠପ୍ ହୋଇଯିବା ଫଳରେ ବ୍ରଡବ୍ୟାଣ୍ଡ ସହ ମୋବାଇଲ ନେଟୱର୍କ ମଧ୍ୟ ସମ୍ପୂର୍ଣ୍ଣ ଅଚଳ ହୋଇଯାଉଛି । ଏହା ସହ ଲାଇଟ୍ ଚାଲିଗଲେ , ମଧ୍ୟ ନେଟୱର୍କ ରହୁନାହିଁ।

ତେବେ ଏ ସଂପର୍କରେ ବିଷୟ ନବରଙ୍ଗପୁର ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ବି ଅଧିକାରୀ କୌଣସି ଉତ୍ତର ମିଳିନାହିଁ । ତେଣୁ ବିଭାଗୀୟ ଅଧିକାରୀ ଏହାକୁ ନଜରରେ ରଖି  ତୁରନ୍ତ ଭଗ୍ଦଦ୍ଭକ୍ଷ ମୋବାଇଲ୍ ସେବା ଯୋଗାଇବାକୁ ସାଧାରଣରେ ଦାବି ହେଉଛି।

Get real time updates directly on you device, subscribe now.