ବଜେଟ୍ ୨୦୨୨-୨୩: ଜାଣନ୍ତୁ କ’ଣ ଶସ୍ତା ଓ କ’ଣ ମହଙ୍ଗା

ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଜି ବେଜଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥରି କିଛି ସାମଗ୍ରୀକୁ ମହଙ୍ଗା କରାଯାଇଥିବା ବେଳେ କିଛି ସାମଗ୍ରୀ ଶସ୍ତା ହୋଇଛି । ତେବେ ଆସନ୍ତୁ ଜାଣିବା କ’ଣ ଶସ୍ତା ଓ କ’ଣ ମହଙ୍ଗା ହୋଇଛି …

ଶସ୍ତା ହୋଇଥିବା ସାମଗ୍ରୀ:
ଚମଡ଼ା ସାମଗ୍ରୀ
କୃଷି ଉପକରଣ
ମୋବାଇଲ ଚାର୍ଜର
କପଡ଼ା
ବିଦ୍ୟୁତ ଟ୍ରାନ୍ସଫର୍ମର
ହୀରା ଗହଣା
ରତ୍ନ ପଥର
ଷ୍ଟିଲ୍
ଇମିଟେସନ ଗହଣା
ଇଲେକ୍ଟ୍ରୋନିକ୍ସ ସାମଗ୍ରୀ
ବିଦେଶରୁ ଆମଦାନୀ ମେସିନ୍
ମେଡିକାଲ ଉପକରଣ
ଔଷଧ
କେମିକାଲ

ମହଙ୍ଗା ହୋଇଥିବା ସାମଗ୍ରୀ:
ଛତା
ଇମ୍ପୋର୍ଟେଡ ସାମଗ୍ରୀ
ଏଲଇଡି ଲାଇଟ୍
ତୁଳା
ଖାଇବା ତେଲ