fbpx

ବିକିନିରେ ଯୋଗ କରିବାର ଭିଡିଓ ଶେୟାର କଲେ ମଲ୍ଲିକା ଶେରାୱତ, ଜିରୋ ଫିଗର ଦେଖି ଫ୍ୟାନ କଲେ ପ୍ରଶଂସା

ଅଭିନେତ୍ରୀ ମଲ୍ଲିକା ଶେରାୱତ ନିଜର ବୋଲ୍ଡ ଅନ୍ଦାଜ ପାଇଁ ବେଶ୍ ପରିଚିତ । ସେ ଲମ୍ବା ସମୟ ଧରି ବଧ ପରଦାରୁ ଦୂରେଇ ରହିଥିଲେ ବି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହିଥାନ୍ତି । ନିଜ ଫ୍ୟାନ୍ସ ଏବଂ ଫଲୋଅର୍ସଙ୍କ ପାଇଁ ମଲ୍ଲିକା ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି । ୪୫ ବର୍ଷୀୟ ମଲ୍ଲିକା ଆଜି ନିଜକୁ ଫିଟ୍ ରଖିଛନ୍ତି । ତାଙ୍କୁ ଦେଖିଲେ ଜଣାପଡ଼ିବ ସତେ ଯେପରି ତାଙ୍କ ବୟସ ରହିଯାଇଛି । ଆଉ ତାଙ୍କର ଏହି ରହସ୍ୟ ପଛରେ ରହିଛି ତାଙ୍କର ବ୍ୟାୟାମ ।

ଏବେ ମଲ୍ଲିକା ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ବିକିନିରେ ଯୋଗ କରୁଥିବାର ଦେଖାଯାଉଛନ୍ତି । ଏଠାରେ ମଧ୍ୟ ସେ ତାଙ୍କର ଗ୍ଲାମରସ୍ ଲୁକରେ ଦେଖାଯାଇଛନ୍ତି । ଆଉ ଫ୍ୟାନ୍ ତାଙ୍କର ଜିରୋ ଫିଗର ଦେଖି ଫ୍ୟାନ ମାନେ ମଧ୍ୟ ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି ।

 

View this post on Instagram

 

A post shared by Mallika Sherawat (@mallikasherawat)

 

Get real time updates directly on you device, subscribe now.