fbpx

ଇରାନରୁ ଫେରିଲେ ୨୦୧ ଭାରତୀୟ

ନୂଆଦିଲ୍ଲୀ,୧୮ ।୩: ଚୀନ୍, ଇଟାଲୀ ପରେ ଇରାନରେ କରୋନା ଭାଇରସର ଅଧିକ ତୀବ୍ର ହେବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଇରାନରୁ ୨୦୧ ଭାରତୀୟଙ୍କୁ ଦେଶକୁ ଅଣାଯାଇଛି । ତେହରାନରୁ ଅଣାଯାଇଥିବା ଏହି ଭାରତୀୟଙ୍କୁ ରାଜସ୍ଥାନର ଜୈସଲମେରରେ ୧୪ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରଖାଯିବ । ତେବେ କରୋନା ଭାଇରସ ବ୍ୟାପିବା ପରେ ଇରାନରୁ ବର୍ତ୍ତମାନ ସୁଦ୍ଧା ୫୦୯ ଲୋକଙ୍କୁ ଭାରତ ଅଣାସରିଛି ।

Get real time updates directly on you device, subscribe now.