fbpx

HPCLରେ ଏହି ପଦରେ ବିନା ପରୀକ୍ଷାରେ ମିଳିବ ଚାକିରି, କରନ୍ତୁ ଆବେଦନ, ଜାଣନ୍ତୁ ଶେଷ ତାରିଖ

ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ରେ ଚାକିରି କରିବା ପାଇଁ ଏକ ଭଲ ସୁଯୋଗ । କାରଣ ଏଚପିସିଏଲ ରେ ଚିଫ୍ ମ୍ୟାନେଜର ପଦରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ତଥା ଯୋଗ୍ୟ ଆଶାୟୀ ଯେଉଁମାନେ ଏହି ପଦରେ ଆବେଦନ କରିବାକୁ ଚାହୁଛନ୍ତି ସେମାନେ ଏଚପିସିଏଲର ଅଫିସିଆଲ ୱେବସାଇଟ hindustanpetroleum.com କୁ ଯାଇ ଆବେଦନ କରିପାରିବେ । ସମୁଦାୟ ୨୫ ପଦବୀ ଆବେଦନ ଗ୍ରହଣ କରାଯାଉଛି ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଅନଲାଇନ ଆବେଦନ ଆରମ୍ଭ ତାରିଖ: ୧୪ ମାର୍ଚ୍ଚ ୨୦୨୨

ଅନଲାଇନ ଆବେଦନ ଶେଷ ତାରିଖ: ୧୮ ଏପ୍ରିଲ ୨୦୨୨

ତେବେ ଯୋଗ୍ୟତା, ବୟସ ସୀମା ଏବଂ ଅଧିକ ବିବରଣୀ ପାଇଁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।

Get real time updates directly on you device, subscribe now.