fbpx

୨ ବର୍ଷ ପରେ ଖୋଲିଲା କେଦାରନାଥଙ୍କ କବାଟ, ଦେଖନ୍ତୁ ଫଟୋ

ଶ୍ରୀନଗର: ବାବା କେଦାରନାଥଙ୍କ ଦ୍ୱାର ଆଜିଠାରୁ ପୁଣି ଖୋଲିଛି । ମେ’ ୬ ଅର୍ଥାତ୍ ଆଜି କେଦାରନାଥଙ୍କ କବାଟ ସକାଳ ୬ଟା ୨୫ ମିନିଟରୁ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଖୋଲାଯାଇଛି ।

Kedarnath Dham: 2 साल बाद आम लोगों के लिए एक बार फिर खुले केदारनाथ के कपाट, श्रद्धालुओं का दिखा तांता, देखें PICS

ଏହି ଅବସରରେ ମନ୍ଦିର ପରିସରକୁ ଫୁଲରେ ସଜାଯାଇଛି । ମନ୍ଦିରର କବାଟ ଖୋଲିବା ସହିତ ବର୍ତ୍ତମାନ ଭକ୍ତମାନେ ନିୟମ ଅନୁଯାୟୀ ପୂଜା ଅର୍ଚ୍ଚନା କରିପାରିବେ ।

Kedarnath Dham: 2 साल बाद आम लोगों के लिए एक बार फिर खुले केदारनाथ के कपाट, श्रद्धालुओं का दिखा तांता, देखें PICS

କବାଟ ଖୋଲିବା ପୂର୍ବରୁ ମଧ୍ୟ ପୂଜା କରିବା ପାଇଁ କେଦାରନାଥରେ ଭକ୍ତଙ୍କ ଭିଡ ଜମିଥିଲା । ଏଥି ସହିତ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ବ୍ୟବସ୍ଥାର ତଦାରଖ କରୁଛନ୍ତ ଡିଏମ ମୟୂର ଦୀକ୍ଷିତ ।

Kedarnath Dham: 2 साल बाद आम लोगों के लिए एक बार फिर खुले केदारनाथ के कपाट, श्रद्धालुओं का दिखा तांता, देखें PICS

ବାବା କେଦାରନାଥ ଧାମର କବାଟ ଖୋଲାଯିବା ପରେ ଭକ୍ତଙ୍କ ଜୟଧ୍ୱନି ପୂରା ବାତାବରଣରେ ଖେଳିଯାଇଥିଲା । କେଦାରମନ୍ଦିରରେ ବାବାଙ୍କ ପଞ୍ଚମୁଖୀ ମୂର୍ତ୍ତି ସ୍ଥାପନ କରାଯାଇଛି । ଏହା ପରେ ବିଧିପୂର୍ବକ ଭଗବାନ କେଦାରନାଥଙ୍କ ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲାଯାଇଥିଲା । ସର୍ବପ୍ରଥମେ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ ପୂଜାଅର୍ଚ୍ଚନା କରାଯାଇଥିଲା ।

Kedarnath Dham: 2 साल बाद आम लोगों के लिए एक बार फिर खुले केदारनाथ के कपाट, श्रद्धालुओं का दिखा तांता, देखें PICS

Get real time updates directly on you device, subscribe now.