fbpx

ସ୍ୱାମୀଙ୍କୁ ଗିଫ୍ଟରେ ସେକ୍ସ ଡଲ୍ ଦେଲେ ସ୍ତ୍ରୀ, କହିଲେ ଏହାର କାରଣ

ନୂଆଦିଲ୍ଲୀ: ସ୍ତ୍ରୀ ହୁଅନ୍ତୁ ବା’ ସ୍ୱାମୀ ଉଭୟ ଅନେକ ସମୟରେ ପରସ୍ପରକୁ କୌଣସି ନା’ କୌଣସି ଗିଫ୍ଟ ନିଶ୍ଚୟ ଦେଇଥାନ୍ତି । କିନ୍ତୁ ବର୍ତ୍ତମାନ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଇଂଲଣ୍ଡର ଜଣେ ମହିଳା ନିଜ ସ୍ୱାମୀଙ୍କୁ ଗିଫ୍ଟରେ ଦେଇଛନ୍ତି ଏକ ସେକ୍ସ ଡଲ୍ । ଆଉ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଚାର ଗ୍ରେ ଏବଂ ତାଙ୍କ ୨୮ ବର୍ଷୀୟ ସ୍ୱାମୀ କ୍ୟାଲମଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଲାଗିଛି । ଏନେଇ ଚାର କହିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କୁ ଏକ ସେକ୍ସ ଡଲ୍ ଦେଇଛନ୍ତି ଯାହା ଦେଖିବାକୁ ଅବିକଳ ତାଙ୍କ ଭଳି, ଯାହାଦ୍ୱାରା ତାଙ୍କ ସ୍ୱାମୀ ତାଙ୍କର ଯୌନ ଆବଶ୍ୟକତା ମେଣ୍ଟାଇପାରିବେ । ସେ କହିଛନ୍ତି ଯେ ଏହାର ନାମ ଡି ରହିଛି ଯାହାର ଦାମ୍ ପ୍ରାୟ ୧.୪୩ ଲକ୍ଷ ରହିଛି । ଚାର୍ କହିଛନ୍ତି ତାଙ୍କ ସ୍ୱାମୀଙ୍କର ଅଧିକ ଯୌନ ଆକର୍ଷଣ ରହିଛି, ଏହି ଡଲ୍ ଦେବା ଦ୍ୱାରା ଯାହା ତାଙ୍କର ଏହି ଇଚ୍ଛାକୁ ପୂରଣ କରିବ । ସେ ଆହୁରି କହିଛନ୍ତି ଯେ ଯେତେବେଳେ ସେ ସ୍ୱାମୀଙ୍କ ସହ ସେକ୍ସ କରିବାକୁ ଚାହୁନଥିବେ ସେତେବେଳେ ତାଙ୍କ ସ୍ୱାମୀ ଏହି ସେକ୍ସ ଡଲର ସାହାଯ୍ୟ ନେଇପାରିବ ।

ଚାର୍ ଆହୁରି କହିଛନ୍ତି ଯେ ଡି କେବଳ ଏକ ଇଣ୍ଟିମେଣ୍ଟ ଡଲ୍ ନୁହେଁ ବରଂ ଫ୍ୟାମିଲି ମେମ୍ବର । ଦମ୍ପତ୍ତିଙ୍କ ଏକ ସେକ୍ସ ଡଲ୍ ସହ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଦମ୍ପତ୍ତି ପରସ୍ପରକୁ ଚାରି ବର୍ଷ ତଳେ ବିବାହ କରିଥିଲେ । ଗତ ଜୁନ୍ ୨୦୨୨ ରେ ସେ ଏହି ଡଲ୍ କୁ କିଣିଥିଲେ । ଚାର ଆହୁରି କହିଛନ୍ତି ଯେ ସେକ୍ସ ଡଲ୍ ଡି ଯୋଗୁଁ ତାଙ୍କର ଜୀବନ ଆହୁରି ସହଜ ହୋଇଯାଇଛି ।

ସତରେ ଲୋକଙ୍କ ମାନସିକାତ ବି ଅଦ୍ଭୁତ ।

 

 

 

Get real time updates directly on you device, subscribe now.