fbpx

Video: ପୁଣି ସାମ୍ନାକୁ ଆସିଲେ ବାବୁସାନ୍‌, ଦେଖନ୍ତୁ ପରିବାର ଲୋକଙ୍କ ବିଷୟରେ କ’ଣ କହିଲେ

ଭୁବନେଶ୍ୱର: ପରିବାର ଲୋକଙ୍କ ଅଭିଯୋଗକୁ ଖଣ୍ଡନ କଲେ ବାବୁସାନ୍ । ପ୍ରକୃତି ତାଙ୍କୁ ବହୁତ୍ ଭଲ ସହଯୋଗ କରୁଛନ୍ତି। ବାବୁସାନ୍ କହିଛନ୍ତି ଯେ, ପ୍ରକୃତି ତାଙ୍କୁ ବ୍ଲାକ୍‌ମେଲ୍ କରିନାହାନ୍ତି, କି ତାଙ୍କୁ ହଇରାଣ କରିନାହାନ୍ତି । ପୁଣି ଏକ ଭିଡିଓ ଜାରି କରି ବାବୁସାନ୍ ସ୍ପଷ୍ଟିକରଣ ରଖିଛନ୍ତି । ଏହା ସହ ବାବୁସାନ୍ କହିଛନ୍ତି ଯେ, ପ୍ରକୃତି ତାଙ୍କଠାରୁ କୌଣସି ଟଙ୍କା ନେଇ ନାହାନ୍ତି । ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ଯାଇଥିବା ବାବୁସାନ୍ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ । ତାଙ୍କର ପ୍ରଯୋଜକ ମନା କରିଥିବାରୁ ସେ ଆସିପାରିଲେ ନାହିଁ ବୋଲି କହିଛନ୍ତି ।

Get real time updates directly on you device, subscribe now.