fbpx

NALCOରେ ବାହାରିଲା ଅନେକ ପଦବୀ, ଇଚ୍ଛୁକ ପ୍ରାର୍ଥୀମାନେ ବିଜ୍ଞପ୍ତି ପଢ଼ି ଆବେଦନ କରି ଦିଅନ୍ତୁ

ଚାକିରି ଖୋଜୁଥିବା ଯୁବକ ଯୁବତୀଙ୍କ ପାଇଁ ଏକ ଖୁସି ଖବର । ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ବହୁତ ଗୁଡ଼ିଏ ପୋଷ୍ଟ ବାହାରିଛି । ଗ୍ରାଜୁଏଟ ଇଞ୍ଜିନିୟର ଟ୍ରେନିଙ୍କ ପାଇଁ ଏହି ସୁଯୋଗ ଆସିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ପ୍ରଥମେ ତଳେ ଦିଆଯାଇଥିବା ବିଜ୍ଞପ୍ତିକୁ ଭଲ ଭାବେ ପଢ଼ି ଅନଲାଇନରେ ଆବେଦନ କରିବାକୁ ଅନୁରୋଧ ।

ବିଜ୍ଞପ୍ତିରେ ମୋଟ ୧୮୯ଟି ପଦବୀ ପାଇଁ ୮ ପ୍ରକାରର ଚାକିରି ବାହାରିଛି । ଜେନେରାଲ, ଓବିସି ଓ ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କୁ ଏଥିପାଇଁ ୫୦୦ ଟଙ୍କା ଫିସ୍ ଦେବାକୁ ପଡ଼ିବ । ଅନଲାଇନ ଆବେଦନର ଅନ୍ତିମ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୩୦ ବର୍ଷରୁ ଅଧିକ ହୋଇ ନଥିବା ଆବଶ୍ୟକ ।

ଅନଲାଇନ ଆବେଦନ ଆରମ୍ଭ ତାରିଖ: ୧୧.୦୮.୨୦୨୨

ଅନଲାଇନ ଆବେଦନ ଅନ୍ତିମ ତାରିଖ: ୧୧.୦୯.୨୦୨୨

ଅନଲାଇନ୍ ଆପ୍ଲାଏ ଲିଙ୍କ: https://mudira.nalcoindia.co.in/Account/LoginRecruitment.aspx

ଅଫିସିସିଆଲ ନୋଟିଫିକେସନ: https://nijuktikhabar.in/wp-content/uploads/2022/08/Notification-NALCO-Graduate-Engineer-Trainees-Recruitment-2022.pdf

ଅଫିସିଆଲ ୱେବସାଇଟ୍: https://nalcoindia.com/

Get real time updates directly on you device, subscribe now.