fbpx

ଉଡ଼ାନ୍-୪ରେ ସାମିଲ ହେବ ଓଡ଼ିଶାର ୩ ବିମାନବନ୍ଦର

ଭୁବନେଶ୍ୱର,୬ା୧୨(ଓଡ଼ିଶା ଭାସ୍କର): ମୁଖ୍ୟ ଶାସନ ସଚିବଙ୍କ ସହ ବେସାମରିକ ବିମାନ ଚଳାଚଳ ସଚିବ ଆଜି ଆଲୋଚନା କରିଥିଲେ । ଏହି ଆଲୋଚନା ପରେ ଉଡ଼ାନ୍-୪ରେ ଓଡ଼ିଶାର ୩ ବିମାନବନ୍ଦର ସାମିଲ ହେବ ବୋଲି ଜଣାପଡ଼ିଛି । ଜୟପୁର, ଉତକେଲା ଓ ରାଉରକେଲାରେ ୩ଟି ବିମାନବନ୍ଦର ସାମିଲ ହେବ ବୋଲି ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଏହି ଉଡ଼ାନ-୪ରେ ଝାରସୁଗୁଡ଼ାକୁ ସାମିଲ କରାଯାଇଥିଲା । ଏହାପରେ ଏହି ସବୁ ବିମାନବନ୍ଦରକୁ ମଧ୍ୟ ଘରୋଇ ବିମାନ ଉଡ଼ାଣ ଭରିବା ନେଇ ଆଲୋଚନା ହୋଇଛି ।

Get real time updates directly on you device, subscribe now.