fbpx

ମୁଁ ୭୦୦ରୁ ଅଧିକ ପୁରୁଷଙ୍କ ସହିତ Sex କରିଛି, ଏଥିପାଇଁ ମୁଁ କଦାପି ଲଜ୍ଜିତ ନୁହେଁ, ରିଲେସନସିପ୍ ସିକ୍ରେଟ ଶେୟାର କଲେ TV Star

ନୂଆଦିଲ୍ଲୀ: ଉଭୟ ପୁରୁଷ ଓ ମହିଳାଙ୍କର ରିଲେସନଶିପକୁ ନେଇ ଭିନ୍ନ ଭିନ୍ନ ଅନ୍ଦାଜ ରହିଥାଏ । ବେଳେବେଳେ ସେଲିବ୍ରେଟିମାନେ କିଛି ସାକ୍ଷାତକାର, ରିୟଲିଟି ଶୋ’ ଅବସରରେ ନିଜ ଜୀବନର କିଛି ଅକୁହା କଥା ସର୍ବସମ୍ମୁଖରେ ପ୍ରକାଶ କରିଥାନ୍ତି । ଏପରି ଭାବେ ଜଣେ ରିୟଲିଟି ଟିଭି ଷ୍ଟାର ନିଜ ରିଲେସନଶିପର ସିକ୍ରେଟ ଖୋଲିଛନ୍ତି । ଉକ୍ତ ଷ୍ଟାରଙ୍କ ବୟାନ ଶୁଣିବା ପରେ ସମସ୍ତେ ତାଜୁବ ହୋଇ କେବଳ ଚାହିଁ ରହିଥିଲେ ।

ଅଷ୍ଟ୍ରେଲିଆର ଏହି ରିୟଲିଟି ଟିଭି ଷ୍ଟାରଙ୍କ ନାମ ହେଉଛି ବେଲିଣ୍ଡା ‘ଲଭ୍ ରାୟଗିୟର । ସେ ତାଙ୍କ ଜୀବନରେ ୭୦୦ରୁ ଅଧିକ ପୁରୁଷଙ୍କ ସହ ଶାରୀରିକ ସମ୍ବନ୍ଧ ବନାଇଥିବା କହିଛନ୍ତି । ସେ ସପ୍ତାହରୁ ୬ ଦିନ କେବଳ ରୋମାନ୍ସ କରିବା ପାଇଁ ସାଥୀ ଖୋଜୁଥିଲେ । ବେଲିଣ୍ଡାଙ୍କର ସେକ୍ସକୁ ନେଇ ବହୁତ ଆଡିକ୍ସନ ରହିଥିଲା । ଏହି ଆଡିକ୍ସନକୁ ନେଇ ସେ ଆଦୌ ଲଜ୍ଜିତ ନୁହନ୍ତି ବୋଲି କହିଥିଲେ ।

ରେଡିଓ ଶୋ’ ‘ୟୁ ଆର ଏ ଗ୍ରାବ ମେଟ!’ ଅବସରରେ ୩୮ ବର୍ଷୀୟା ବେଲିଣ୍ଡା ଏପରି ଖୁଲାସା କରିଛନ୍ତି । ସେ କହିଛନ୍ତି, ମୁଁ ଖରାପ ପୁରୁଷଙ୍କ ସାଙ୍ଗରେ ସମୟ ବିତାଉଥିଲି । ସବୁକିଛି ଠିକ୍ ହେବା ପରେ ମୁଁ ମୋର ସମ୍ୟା ବିଷୟରେ ଜାଣିପାରିଥିଲି । ଏହି ସବୁ ଆଡିକ୍ସନରୁ ମୁଁ ୮ ବର୍ଷ ପୂର୍ବେ କାବୁ ପାଇଥିଲି । ଏହାପରେ ମୁଁ ଟିଭି ଷ୍ଟାରରୁ ରିଲେସନଶିପ ଗୁରୁ ବନିଯାଇଥିଲି । ଏକ ପୁରୁଣା ଅଛୁଅାଁ କ୍ଷତ କାରଣରୁ ମୋ ଭିତରେ ସେକ୍ସ ଆଡିକ୍ସନ ଜନ୍ମିଥିଲା । ଏହା ସବୁ କେବଳ କ୍ଷଣିକ ସୁଖ ମଧ୍ୟରେ ସୀମିତ ଥିଲା । ଆଜି ପର୍ଯ୍ୟନ୍ତ ମୋର ହୃଦୟରେ କେହି ଘର କରି ନାହାନ୍ତି ।

Get real time updates directly on you device, subscribe now.