fbpx

ନିଃସନ୍ତାନ ପୁରୁଷମାନଙ୍କ ପାଇଁ କୌଣସି ବରଦାନଠୁ କମ୍ ନୁହେଁ ଏହି ପରିବା: ପୂରଣ ହେବ ପିତା ହେବାର ଇଛା

ସମଗ୍ର ବିଶ୍ୱରେ ପୁରୁଷମାନଙ୍କୁ ବନ୍ଧ୍ୟାକରଣ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି, ଯେଉଁଥିପାଇଁ ସେମାନଙ୍କର ପିତା ହେବାର ଇଚ୍ଛା ପୂରଣ ହେଉନାହିଁ । ଛୁଆ ନହେବା କାରଣରୁ ଅନେକ ଥର ବିବାହିତ ପୁରୁଷମାନଙ୍କୁ ଲଜ୍ଜିତ ଓ ଲୋ-କନ୍ଫିଡେନ୍ସର ସାମ୍ନା କରିବାକୁ ପଡିଥାଏ । ଏପରି ପରିସ୍ଥିତିରେ ଏକ ପନିପରିବା ଅଛି, ଯାହାକୁ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।

ଆପଣ ସଜନା ନାଁ ନିଶ୍ଚୟ ଶୁଣିଥିବେ, ଯେଉଁଥିରେ ପ୍ରୋଟିନ୍, ଆଣ୍ଟିଅକ୍ସିଡାଣ୍ଟ, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍ ଏବଂ ଜିଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଥାଏ । ସଜନା ଛୁଇଁ ଓ ଶାଗରେ ଲୁଚିରହିଛି ଔଷଧୀୟ ଗୁଣ । ବିବାହିତ ପୁରୁଷମାନେ ଏହି ପରିବା ଅବଶ୍ୟ ଖାଆନ୍ତୁ , କାରଣ ଏଥିରୁ ଆପଣଙ୍କୁ ଅନେକ ଲାଭ ମିଳିବ ।

Moringa For Male Fertility Drumstick Sahjan Sperm Count Men Women Relation  | Moringa For Fertility: निसंतान पुरुषों के लिए वरदान है ये सब्जी, पिता  बनने की ख्वाहिश हो जाएगी पूरी | Hindi News

ପୁରୁଷମାନେ କାହିଁକି ସଜନା ଛୁଇଁ ବା ଶାଗ ଖାଇବା ଉଚିତ୍?

ଅନେକ ପୁରୁଷଙ୍କ ସ୍ପର୍ମ କାଉଣ୍ଟ ଓ ସ୍ପର୍ମ କ୍ୱାଲିଟି ହ୍ରାସ ପାଇଛି । ତେବେ ସେମାନଙ୍କ ଶରୀରରେ ଶୁକ୍ରାଣୁ ଉତ୍ପାଦନ କମିବାରେ ଲାଗିଛି, ଏପରି ପରିସ୍ଥିତିରେ ସଜନା ଛୁଇଁ ଓ ଶାଗ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ । କାରଣ ସେଥିରେ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ମାତ୍ରାରେ ଥାଏ । ଏହା ସ୍ପର୍ମ ଡିଏନଏକୁ କ୍ଷତି ପହଞ୍ଚାଉଥିବା ଅକ୍ସିଡେଟିଭ ଡ୍ୟାମେଜ୍ ପ୍ରକ୍ରିୟାକୁ ରୋକିଥାଏ । ସଜନା ଯୋଗୁଁ ବନ୍ଧ୍ୟାକରଣ ଦୂରେଇ ଯାଏ ଏବଂ ପିତା ହେବାର କ୍ଷମତା ପୁରୁଷମାନଙ୍କଠାରେ ସୃଷ୍ଟି ହୁଏ ।

Get real time updates directly on you device, subscribe now.