fbpx

କରୋନା ପ୍ରଭାବ: ଆମେରିକାରେ ପାଣିଠାରୁ ପେଟ୍ରୋଲ ଶସ୍ତା

ୱାଶିଂଟନ, ୨୧ା୪: ଆମେରିକାରେ ଅଶୋଧିତ ତେଲ ଦରରେ ଅହେତୁକ ହ୍ରାସ ପାଇଛି । ବ୍ୟାରେଲ ପିଛା ଦର ଗୋଟିଏ ଡଲାରରୁ କମ ମୂଲ୍ୟକୁ ଖସିଛି । କରୋନା ଯୋଗୁଁ ଚାହିଦା ଅତ୍ୟଧିକ କମିବାରୁ ପ୍ରଭାବ ପଡ଼ୁଛି । ତେଲ ବିକ୍ରି ହେଉନଥିବାରୁ ତେଲ ଗଚ୍ଛିତ ରହିଛି । ଅନ୍ୟପଟେ ମେ ପର୍ଯ୍ୟନ୍ତ ଚୁକ୍ତି କରିଥିବା ବ୍ୟବସାୟୀ ତେଲ କିଣୁନଥିବାରୁ ଦର ଖସିଥିବା ନେଇ ସୂଚନା ରହିଛି । ତେଲ ଗଚ୍ଛିତ ଥିବାରୁ ରଖିବା ପାଇଁ ଭଣ୍ଡାର ମଧ୍ୟ ନାହିଁ । ତେଣୁ ତେଲ ଦରକୁ ହ୍ରାସ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ କରୋନା ଭାଇରସ୍ ବର୍ତ୍ତମାନ ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏନେଇ ସବୁ ଦେଶରେ ପ୍ରଭାବ ପଡ଼ିଛି ।

Get real time updates directly on you device, subscribe now.