fbpx

କାଶ୍ମୀରରେ ୩ ଆତଙ୍କବାଦି ସଫା

ଜାମ୍ମୁକାଶ୍ମୀର, ୨୭ା୪: ଜାମ୍ମୁକାଶ୍ମୀରର କୁଲଗାମରେ ଯବାନ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ଯବାନଙ୍କ ଗୁଳିରେ ୩ଆତଙ୍କବାଦୀ ନିପାତ ହୋଇଛନ୍ତି । କୁଲଗାମରେ ୧୨ଘଣ୍ଟା ଭିତରେ ଏନକାଉଣ୍ଟରରେ ୪ଜଣ ନିପାତ ହୋଇଥିଲେ । ତେବେ ସେଠାରେ ୧୨ଘଣ୍ଟା ଭିତରେ ୨ଟି ଏନକାଉଣ୍ଟରରେ ୭ଆତଙ୍କବାଦି ନିପାତ ହୋଇଛନ୍ତି । ଏନକାଉଣ୍ଟରରେ ବେଳେ ଜଣେ ଯବାନ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.