fbpx

ଚାହୁଁ ଚାହୁଁ ୨ ହାତୀଙ୍କ ଭିତରେ ଲାଗିଲା ଜବରଦସ୍ତ ଲଢେଇ: ତା’ପରେ ଯାହା ହେଲା ଦେଖନ୍ତୁ ଏହି ଭିଡିଓରେ

ଲକ୍-ଡାଉନ ଲାଗୁ ହେବାରୁ ଜଙ୍ଗଲର ପଶୁପକ୍ଷୀ ଏବେ ନିର୍ଭୟରେ ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳୁଛି । ଏମିତିକି ଦିଲ୍ଲୀ ଏୟାରପୋର୍ଟ ରାସ୍ତାରେ ୨ ନୀଳଗାଇଙ୍କୁ ଦେଖିବାକୁ ମିଳିଛି । କିନ୍ତୁ ଆପଣ କେବେ ୨ ହାତୀଙ୍କୁ ଲଢେଇ କରୁଥିବାର ଦେଖିଛନ୍ତି କି? କୁହାଯାଏ ହାତୀ ଲଢେଇ କଲେ ପୃଥିବୀ ଦୋହଲିଥାଏ । ଏହା ସତ କି ନାହିଁ ଜଣାନାହିଁ, କିନ୍ତୁ ବହୁ ଭୟାନକ ଦୃଶ୍ୟ ହୋଇଥାଏ । ଏପରି ଏକ ଭିଡିଓ ସାମନାକୁ ଆସିଛି, ଯେଉଁଥିରେ ୨ଟି ହାତୀ ଦୁହିଁଙ୍କ ଭିତରେ ଜବରଦସ୍ତ ଲଢେଇ କରୁଛନ୍ତି ।

ଏହି ଭିଡିଓରେ ୨ଟି ହାତୀ ଶୁଣ୍ଢରେ ଶୁଣ୍ଢ ମିଶାଇ ଲଢେଇ କରିଥିଲେ । ଏହା ପରେ ଦୁହିଁଙ୍କ ଭିତରେ ଲାଗିଥିଲା ଜବରଦସ୍ତ ଲଢେଇ । କିନ୍ତୁ ଶେଷରେ ଦୁହେଁ ଏକା ସାଙ୍ଗରେ ସେଠାରୁ ଚାଲିଯାଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.