fbpx

କରମଣ୍ଡଳ ଟ୍ରେନ ଟ୍ରାଜେଡି: ଆହତଙ୍କୁ ରକ୍ତଦାନ କଲେ ବାବୁସାନ୍-ଅମ୍ଳାନ, ଦେଖାଇଲେ ମଣିଷପଣିଆ

ଭୁବନେଶ୍ୱର: ଦୁର୍ଘଟଣାଗ୍ରସ୍ତ ଆହତଙ୍କ ପାଇଁ ଆଗେଇ ଆସିଲେ ଓଲିଉଡ ସୁପରଷ୍ଟାର ବାବୁସାନ୍ ଏବଂ ଅମ୍ଳାନ । ହାଇଟେକ୍ ହସ୍ପିଟାଲର ଏକ ରକ୍ତଦାନ କାର୍ଯ୍ୟକ୍ରମରେ ସାମିଲ ହୋଇ ଆହତମାନଙ୍କ ପାଇଁ ଦୁଇ ଅଭିନେତା ମୂଲ୍ୟବାନ ରକ୍ତଦାନ କରିଛନ୍ତି । ତାଙ୍କ ସହିତ ଓଲିଉଡର ନାୟିକା ସୂର୍ଯ୍ୟମୟୀ ମଧ୍ୟ ରକ୍ତଦାନ କରି ଆହତଙ୍କୁ ବଞ୍ଚାଇବାର ଚେଷ୍ଟାରେ ନିଜକୁ ସାମିଲ କରିଛନ୍ତି । କରମଣ୍ଡଳ ଦୁର୍ଘଟଣା ପରେ ବଡ ବଡ ଲୋକ ଏବଂ ବ୍ୟବସାୟୀ ଟଙ୍କା ଆକାରରେ ସହାୟତା ପ୍ରଦାନ କରୁଥିବା ବେଳେ ବାବୁସାନ୍, ଅମ୍ଳାନ ଏବଂ ସୂର୍ଯ୍ୟମୟୀ ନିଜ ଦେହରୁ ରକ୍ତ ଦେଇ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ।

Get real time updates directly on you device, subscribe now.