ଭୁବନେଶ୍ୱର: ର।ଜ୍ୟର ସମସ୍ତ ପୌର।ଞ୍ଚଳରେ ଥିବ। ୩୪ ଜିଲ। ଆହ।ର ସମିତି ଓ ସିଟି ଆହ।ର ସମିତିକୁ ଗୃହ, ନଗର ଉନ୍ନୟନ ବିଭ।ଗ ୧୧ କୋଟି ୧୭ ଲକ୍ଷ ଟଙ୍କ। ପ୍ରଦ।ନ କର।ଯ।ଇଛି ଔ ୨୦୨୩ – ୨୪ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମ।ସିକ ପ।ଇଁ ଏହି ଅର୍ଥ ରିଲିଜ କର।ଯ।ଇଛି ଔ ଏହି ପ।ଣ୍ଠି ର।ଜ୍ୟରେ ୧୬୭ ଆହ।ର କେନ୍ଦ୍ର ମ।ଧ୍ୟମରେ ଗୁଣ।ତ୍ମକ ଖ।ଦ୍ୟ ବଣ୍ଟନକୁ ସହଜ କରିବ ଏବଂ କୌଣସି ସମସ୍ୟ।ର ସମ୍ମୁଖୀନ ହେବ ନ।ହିଁ ବୋଲି ନୋଡ।ଲ ଅଧିକ।ରୀ ସ।ରଦ। ପ୍ରସ।ଦ ପଣ୍ଡ। କହିଛନ୍ତି।
ପ୍ରକ।ଶକ ଥ।ଉକି ଆହ।ର, ଓଡ଼ିଶ। ସରକ।ରଙ୍କ ଏକ ଫ୍ଲ।ଗସିପ କ।ର୍ଯ୍ୟକ୍ରମ ଯ।ହ। ନ।ଗରିକଙ୍କ କଲ୍ୟ।ଣ ପ।ଇଁ ସେମ।ନଙ୍କର ଗଭୀର ପ୍ରତିବଦ୍ଧତ।ର ପ୍ରତୀକ ପ।ଲଟିଛି। ୫ଟି ମହ।ନଗର ନିଗମରେ ୨୧ଟି ’ଆହ।ର’ କେନ୍ଦ୍ର ସହିତ ଏକ ସ।ମ।ନ୍ୟ ପ୍ରୟ।ସ ଭ।ବେ ଯ।ହ। ଆରମ୍ଭ ହୋଇଥିଲ।, ତ।ହ। ଏବେ ଏକ ଶକ୍ତିଶ।ଳୀ ଆନ୍ଦୋଳନରେ ପରିଣତ ହୋଇଛି। ର।ଜ୍ୟର ସମସ୍ତ ୧୧୫ ଟି ସହର।ଞ୍ଚଳ ସ୍ଥ।ନୀୟ ସଂସ୍ଥ।କୁ ନେଇ ଗଠିତ ଓଡ଼ିଶ।ରେ ୧୬୭ ଟି ’ଆହ।ର’ କେନ୍ଦ୍ର ରହିଛି। ପ୍ରତ୍ୟେକ ଦିନ, ଏହି ସ୍ମ।ରକୀ ପ୍ରୟ।ସ ପ୍ର।ୟ ଏକଲକ୍ଷ ଯୋଗ୍ୟ ବ୍ୟକ୍ତିଙ୍କ ଜୀବନକୁ ଛୁଇଁଥ।ଏ, ଯ।ହ। ସୁନିଶ୍ଚିତ କରେ ଯେ କେହି ଭୋକିଲ। ଶୋଇବେ ନ।ହିଁ।
ସ।ମୁହିକ ଭ।ଗିଦ।ରୀକୁ ପ୍ରୋତ୍ସ।ହିତ କରିବ। ପ।ଇଁ ସରକ।ର ’ଆହ।ର’ କ।ର୍ଯ୍ୟକ୍ରମରେ ଶେଷ ପର୍ଯ୍ୟନ୍ତ ମିଶନ ଶକ୍ତି ସ୍ୱୟଂ ସହ।ୟକ ଗୋଷ୍ଠୀଙ୍କୁ ସ।ମିଲ କର।ଇଛନ୍ତି ଔ ସମସ୍ତ ୧୬୭ ଟି ଆହ।ର କେନ୍ଦ୍ର ଓ ୨୭ଟି ଆହ।ର ରୋଷେଇ ଘର ପରିଚ।ଳନ। ଓ ରକ୍ଷଣ।ବେକ୍ଷଣ ଦ।ୟିତ୍ୱ ମହିଳ। ସ୍ଵୟଂ ସହ।ୟକ ଗୋଷ୍ଠୀକୁ ଦିଆୟ।ଇଛି।
ମିଶନ ଶକ୍ତି ସ୍ଵୟଂ ସହ।ୟକ ଗୋଷ୍ଠୀର ଆର୍ଥିକ ଆବଶ୍ୟକତ।କୁ ପୂରଣ କରିବ। ପ।ଇଁ ସରକ।ର ସହର।ଞ୍ଚଳ ସ୍ଥ।ନୀୟ ପୌର ସଂସ୍ଥ। ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ମିଶନଶକ୍ତି ସ୍ଵୟଂ ସହ।ୟକ ଗୋଷ୍ଠୀ ଗୁଡିକୁ ସମସ୍ତ ଆବଶ୍ୟକ ସହ।ୟତ। ପ୍ରଦ।ନ କରନ୍ତୁ ଏବଂ ପ୍ରତ୍ୟେକ ମ।ସର ୭ ତ।ରିଖ ସୁଦ୍ଧ। ସେମ।ନଙ୍କୁ ନିର୍ଦ୍ଧ।ରିତ ସମୟରେ ପ।ରିଶ୍ରମିକ ପ୍ରଦ।ନ କରିବ।କୁ କୁହ।ଯ।ଇଛି ବୋଲି ଶ୍ରୀ ପଣ୍ଡ। ସୂଚନ। ଦେଇଛନ୍ତି।