fbpx

Flipkart big billion days sale:  ବହୁ ଶସ୍ତାରେ ମିଳୁଛି ଏହି ୫ ଟି ଜିନିଷ, ଶୀଘ୍ର ମଗାଇ ଘରକୁ ଆଣନ୍ତୁ

ନୂଆଦିଲ୍ଲୀ: ଆସିଗଲାଣି ପାର୍ବଣ ଋତୁ । ଏହି ସମୟରେ ଆପଣ ବି ସପିଂ ଲାଗି ପୁରା ରେଡି ହୋଇ ରହିଥିବେ । ଏହି କ୍ରମରେ ବହୁ ଇ-କମର୍ସ କମ୍ପାନୀ ନିଜ ନିଜ ପ୍ଲାଟଫର୍ମରେ ଜବରଦସ୍ତ ଅଫର ଦେବାରେ ଲାଗିଛନ୍ତି । ନବରାତ୍ରୀ ଓ ଦିୱାଲିକୁ ନଜରରେ ରଖି ଫ୍ଲିପକାର୍ଟ ଏହାର ବିଗ୍ ବିଲିୟନ ଡେ’ ସେଲ୍ ଆରମ୍ଭ କରି ଦେଇଛି । ଫ୍ଲିପକାର୍ଟର ଏହି ସେଲ୍‌ରେ ଆପଣ ୨୦୦୦ ଟଙ୍କାର ଜିନିଷ ମାତ୍ର ୨୦୦ଟଙ୍କାରେ କିଣିପାରିବେ । ଫ୍ଲିପକାର୍ଟ ସେଲ୍‌ରେ ବିଭିନ୍ନ ସାମଗ୍ରୀ ମଧ୍ୟରେ ଘରକରଣା ସାମଗ୍ରୀ ସହିତ ରହିଛି ଶାଢୀ, ଜୋତା, ବିଭିନ୍ନ ଇମିଟେସନ ଗହଣା ଇତ୍ୟାଦି ।

ଫ୍ଲିପକାର୍ଟରେ ଶାଢୀ ଓ ସୁଟ୍ ଉପରେ ୮୦ ପ୍ରତିଶତ ରିହାତି ରହିଛି । ଏବେ ଏଠାରେ ୨୦୦୦ଟଙ୍କାର ଶାଢୀ ମାତ୍ର ୨୪୯ଟଙ୍କାରେ ମିଳୁଛି । ସେହିପରି ଜୋତା ଉପରେ ବଡ ଆକାରରେ ରିହାତି ଦିଆଯାଉଛି । ଆଦିଦାସ, ପୁମା ଓ ଅନ୍ୟାନ୍ୟ ବଡ ବ୍ରାଣ୍ଡର ଜୋତା ଅଧା ମୂଲ୍ୟରେ ମିଳୁଛି । ୪,୦୦୦ମୂଲ୍ୟର ଜୋତା ମାତ୍ର ୧୧୦୦ଟଙ୍କାରେ ମିଳୁଛି । ସେହିପରି ଇଣ୍ଡକ୍ସନ, ମିକ୍ସଶ୍ଚର ଗ୍ରାଇଣ୍ଡର ବି ଅଧା ଦାମ୍‌ରେ ମିଳୁଛି ।

ଫ୍ଲିପକାର୍ଟ ସେଲ୍‌ରେ ପିଲାଙ୍କ ଲାଗି ଖେଳନା ଠାରୁ ଆରମ୍ଭ କରି ଡ୍ରେସ୍ ପର୍ଯ୍ୟନ୍ତ ସବୁକିଛି ୮୦ ପ୍ରତିଶତ ରିହାତି ମୂଲ୍ୟରେ ମିଳୁଅଛି । ଏହି ଫେଷ୍ଟିଭ୍ ସିଜନରେ ଆପଣ କାହାକୁ କିଛି ଉପହାର ଦେବାକୁ ଚାହୁଁଥିଲେ ଆପଣ ତାହା ଏଠାରୁ ୫୦ରୁ ୭୫ % ପର୍ଯ୍ୟନ୍ତ ରିହାତି ମୂଲ୍ୟରେ କିଣିପାରିବେ ।

Get real time updates directly on you device, subscribe now.