fbpx

ଚା’କୁ ନେଇ ଆସିଲା ବଡ଼ ତଥ୍ୟ; କ୍ଷୀର ଚା’ ପିଇଲେ ଚାଲିଯିବ ଜୀବନ !

ଅଧିକ କ୍ଷୀର ଚା’ ପିଇବା ଦ୍ଵାରା ଆତ୍ମହତ୍ୟା ଉଦ୍ୟମ କରୁଥିବା ଲକ୍ଷଣ ସାମ୍ମାନାକୁ ଆସିଛି

ଓଡ଼ିଶା ଭାସ୍କର: ଚା’ ଭାରତୀୟ ଲୋକଙ୍କ ପାଇଁ କୌଣସି ଔଷଧ ଠାରୁ କମ୍ ନୁହେଁ । ଚା’ ପ୍ରେମୀମାନଙ୍କୁ ସକାଳୁ ବିଞ୍ଚଣା ଛାଡିବା ମାନେ ଚା’ ଦରକାର । ଆଜି ବି ବଜାରରେ ସବୁଠାରୁ ବଡ ଭିଡ଼ କେବଳ ଚା’ ଦୋକାନରେ ଲାଗିଥାଏ । ତଥାପି, ଯେଉଁମାନେ ଚା’ ପିଉଛନ୍ତି ସେମାନେ ସାବଧାନ୍ ହୋଇଯାଆନ୍ତୁ କିନ୍ତୁ ଏଠି କହିବୁ କି କ୍ଷୀର ଚା’ କଥା, ସାବଧାନ ହୋଇଯାଆନ୍ତୁ ହୁଏତ ଚାହା ଏବେ ଲୋକଙ୍କ ଜୀବନ ନେବ । ଚାହା କୁ ନେଇ ଏକ ସର୍ଭେ ସମ୍ମାନାକୁ ଆସିଛି । କ୍ଷୀର ଚା’ ପିଇବା ଦ୍ୱାରା ଥକ୍କା ପଣ ଦୂର ହେବା ବଦଳରେ ବଢି ଥାଏ ।

ଯାହା ଏବେ ସବୁଠାରୁ ବଡ ତଥ୍ୟ ସାମ୍ମାନରେ ଚିନ୍ ର ବେଜିଂରେ ୫ ହଜାର ଛାତ୍ରଛାତ୍ରୀଙ୍କୁ ନେଇ ସର୍ଭେ କରାଯାଇଥିଲା । ସମସ୍ତେ କ୍ଷୀର ଚା’ ପ୍ରତି ଅଭ୍ୟସ୍ତ ଥିବା ବେଳେ ଏହି କ୍ଷୀର ଚା’ ପିଇ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଡିପ୍ରେସନ ଦେଖାଯିବା ସହ ବିସାଦ ଦେଖିବାକୁ ମିଳିିଛି । ଖାଲି ସେତିକି ନନୁହେଁ ଅଧିକାଂଶ ଲୋକେ ଆତ୍ମ ହତ୍ୟା ଉଦ୍ୟମ କରିଥିବା ଲକ୍ଷଣ ସମା୍‌ମନା କୁ ଆସିଛି । ଏହା ସହ ମସଲା ଚା ମଧ୍ୟ ଶରିର ପାଇଁ କ୍ଷତି କାରକ । ଧିରେ ଧିରେ ଶରିରେ ଥକ୍କା ପଣ ଦେଖା ଦେବା ସହ ଚିଡିଚିଡା ଲାଗିଥାଏ । ହାଡ ଦୁର୍ବଳ ହେବା ମୁଣ୍ଡ ବ୍ୟଥା ମଧ୍ୟହୋଥାଏ ।

ଭାରତରପ୍ରତ୍ୟେକ ଘରେ ଗରମ ଚା’ର କାହାଣୀ ପାଇବେ ୮୦ ପ୍ରତିଶତ ଲୋକେ ଚାହା ପିଇଥାନ୍ତି । ଯାହା ସର୍ଭେ ରୁ ଜଣା ପଡିଛି । ଏହି ତଥ୍ୟରୁ ଜଣା ପଡିଛି ଭାରତୀୟ ଲୋକେ ୫ ମିନିଟ୍ ରୁ ଅଧିକ ସମୟ ଫୁଟାଇ ଥାନ୍ତି । ଯାହା ଫଲରେ ଏପରି ସମସ୍ୟ ମାନ ଉପିଜି ଥାଏ । ଯାହା ସର୍ଭେ ରିପୋର୍ଟ କହୁଛି । ବେଶି ସମୟ ଫୁଟିବା ଦ୍ୱାରା ବିଷାକ୍ତ ହୋଇଯାଏ । ପ୍ରଥମେ ଚିନ୍ ରୁ ଆରମ୍ଭ ହୋଇ ଥିବା ଚା’ ଖାଲି ପାଣିରେ ପ୍ରସ୍ତୁତ ହୋଇଥିବା ବେଳେ ପରେ ଭାରତୀୟ ମାନେ କ୍ଷୀର ସହ ମିଶାଇ ଏହାକୁ ପିଇବା ଆରମ୍ଭ କରିଦେଇଥିଲେ ଦିତୀୟରେ ଏହା ବହୁଳ ମାତ୍ରାରେ ବଢି ଯାଇଥିଲା ।

Get real time updates directly on you device, subscribe now.