fbpx

ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ, ସୁନ୍ଦରବନ ଅତିକ୍ରମ କଲା ଅମ୍ଫନ୍

ଭୁବନେଶ୍ୱର, ୨୦/୫(ଓଡିଶା ଭାସ୍କର):  ଶେଷରେ ସୁନ୍ଦରବନ ଅତିକ୍ରମ କରିଛି ବାତ୍ୟା ଅମ୍ଫାନ। ସ୍ଥଳଭାଗ  ଅତିକ୍ରମ କରିଛି ବାତ୍ୟା ଅମ୍ଫାନ୍।  ବର୍ତମାନ ଅମ୍ଫନର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି। ସୁନ୍ଦରବନ ଅତିକ୍ରମ କଲା ବେଳେ ୧୮୫ କି.ମି ବେଗରେ ପବନ ବହିଥିବା ରେକର୍ଡ କରାଯାଇଛି।

Get real time updates directly on you device, subscribe now.