fbpx

ବାଲିଗୁଡ଼ା: IED ବିସ୍ଫୋରଣରେ ୨ ଏସ୍‌ଓଜି ଯବାନ ଗୁରୁତର, ଜୋରଦାର ଚାଲିଛି କମ୍ବିଂ ଅପରେସନ

ବାଲିଗୁଡ଼ା:  (ଓଡ଼ିଶା ଭାସ୍କର) IED ବିସ୍ଫୋରଣରେ ୨ ଏସ୍‌ଓଜି ଯବାନ ଗୁରୁତର। ତୁମୁଡ଼ିବନ୍ଧ ଥାନା ସିର୍ଲା ଜଙ୍ଗଲରେ IED ବିସ୍ଫୋରଣ ହୋଇଥିବା ସୂଚନା। ମାଓବାଦୀମାନେ ଜଙ୍ଗଲରେ IED ଖଞ୍ଜିଥିବା କରାଯାଉଛି ସନ୍ଦେହ। ଜଙ୍ଗଲରେ ଜୋରଦାର କମ୍ବିଂ ଅପରେସନ ଚାଲିଥିବା ସୂଚନା।

Get real time updates directly on you device, subscribe now.