• Likes
  • Followers
  • Subscribers
  • Followers
  • Android App
  • Friday, May 23, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI MAY 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ୧୦ କୋଟି ବ୍ୟାଙ୍କ ଆକାଉଣ୍ଟ ନିଷ୍କ୍ରିୟ: ଜନ ଧନ ଆକାଉଣ୍ଟକୁ ନେଇ ଆସିଲା ବଡ଼ ଅପଡେଟ୍!

୧୦ କୋଟି ବ୍ୟାଙ୍କ ଆକାଉଣ୍ଟ ନିଷ୍କ୍ରିୟ: ଜନ ଧନ ଆକାଉଣ୍ଟକୁ ନେଇ ଆସିଲା ବଡ଼ ଅପଡେଟ୍!

By Manas Pradhan On Dec 27, 2023 at 9:13 AM
Jan Dhan Account
Share

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି ଯୋଜନା ଅଧିନରେ ଖୋଲାଯାଇଥିବା ୫୧ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ମଧ୍ୟରୁ ୧୦ କୋଟିରୁ ଅଧିକ ଆକାଉଣ୍ଟ ନିଷ୍କ୍ରିୟ ହୋଇଯାଇଛି । ଏନେଇ ଆସିଛି ଏକ ବଡ଼ ଅପଡେଟ୍ । ତେବେ ସେଥିମଧ୍ୟରେ ୫ କୋଟିରୁ ବ୍ୟାଙ୍କ ଆକାଉଣ୍ଟ ମହିଳାଙ୍କ ନାମରେ ରହିଥିବା ବେଳେ ନିଷ୍କ୍ରିୟ ହୋଇସାରିଥିବା ଆକାଉଣ୍ଟରେ ଲୋକଙ୍କର ୧୨,୭୭୯ କୋଟି ଟଙ୍କା ଜମା ହୋଇଥିବା କୁହାଯାଉଛି ।

କିଛିଦିନ ତଳେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରାଡ଼ ରାଜ୍ୟସଭାରେ ପିଏମ୍ ଜନଧନ ଯୋଜନାକୁ ନେଇ ଏକ ପ୍ରଶ୍ନର ଉତ୍ତର ଦେଇଥିଲେ । ସେ କହିଥିଲେ, ଏହି ଯୋଜନାରେ ନିଷ୍କ୍ରିୟ ହୋଇଥିବା ଆକାଉଣ୍ଟର ପ୍ରତିଶତ ବ୍ୟାଙ୍କିଂ କ୍ଷେତ୍ରରେ ମୋଟ ନିଷ୍କ୍ରିୟ ଖାତାର ପ୍ରତିଶତ ସହ ସମାନ । ମୋଟ ୧୦୩.୪ ମିଲିୟନ ନିଷ୍କ୍ରିୟ ଆକାଉଣ୍ଟ ମଧ୍ୟରୁ ୪୯.୩ କୋଟି ମହିଳାଙ୍କ ନାମରେ ରହିଛି ।

ତେବେ ଏହି ଆକାଉଣ୍ଟ ନିଷ୍କ୍ରିୟ ହେବା ପଛରେ ଅନେକ କାରଣ ରହିଛି । ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ସହିତ ଏହାର ସିଧାସଳଖ କୌଣସି ସମ୍ପର୍କ ନାହିଁ । ମାସ ମାସ ଧରି ଆକାଉଣ୍ଟରେ ଟ୍ରାଞ୍ଜାକସନ ନ କରିବା କାରଣରୁ ଏହି ଖାତା ସବୁ ନିଷ୍କ୍ରିୟ ହୋଇଥାଇପାରେ । ଯଦି କୌଣସି ଖାତାରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଗାହକ କୌଣସି ନେଣଦେଣ କରେନାହିଁ, ତେବେ ଚଳନ୍ତି ଖାତାକୁ ନିଷ୍କ୍ରିୟ କରିବା ନେଇ ଆରବିଆଇର ନିୟମ ରହିଛି ବୋଲି ମନ୍ତ୍ରୀ କହିଥିଲେ । ତେବେ ଗ୍ରାହକମାନେ ଚାହିଁଲେ ପୁଣି ଥରେ ସେମାନଙ୍କର ନିଷ୍କ୍ରିୟ ଆକାଉଣ୍ଟକୁ ସକ୍ରିୟ କରାଇ ପାରିବେ ବୋଲି ସେ କହିଥିଲେ ।

ଆହୁରି ପଢନ୍ତୁ

ଆପଲ୍‌କୁ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ: ଆମେରିକାରେ…

ୱାନଇଣ୍ଡିଆର ଐତିହାସିକ ସର୍ଭେ: ଦେଶର ମୁଡ଼୍ ଓ…

Share

Prev Post

ଆପଣ ସ୍ୱପ୍ନରେ ମୃତବ୍ୟକ୍ତିଙ୍କୁ ଦେଖୁଛନ୍ତି କି: ଆପଣଙ୍କ ସହ ଘଟିପାରେ ଏଭଳି ୬ଟି ଘଟଣା

Next Post

Happy Birthday Salman Khan: ନିଜ ଜନ୍ମଦିନରେ ପ୍ରଶଂସକମାନଙ୍କୁ ଏପରି ଭେଟି ଦେଇଛନ୍ତି ଭାଇଜାନ

You might also like More from author
Breaking News

ଆପଲ୍‌କୁ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ: ଆମେରିକାରେ ଆଇଫୋନ ନିର୍ମାଣ ନକଲେ ଆମଦାନୀ ଉପରେ ଲାଗିବ ୨୫%…

Asian Champions Trophy

ୱାନଇଣ୍ଡିଆର ଐତିହାସିକ ସର୍ଭେ: ଦେଶର ମୁଡ଼୍ ଓ ଶାସନ ଉପରେ ହେବ ଏକ ବିଶାଳ ଅଧ୍ୟୟନ

Breaking News

ନୀତା ଅମ୍ବାନୀଙ୍କ ନିଆରା ପଦକ୍ଷେପ, ସାରା ବିଶ୍ବ ଦେଖିବ ଭାରତୀୟ, କଳା, ସଂସ୍କୃତି, ଐତିହ୍ୟ

Breaking News

ୟେ କି ଚମତ୍କାର ! 12 ମହଲାରୁ ଖସି ବି ମହିଳା ଜୀବିତ

Featured

ମହିଳାମାନଙ୍କର ହାଡ଼ ୫୦ ବର୍ଷ ପରେ କାହିଁକି ହୋଇଯାଏ ଦୁର୍ବଳ ? ଜାଣନ୍ତୁ ଏହା କେଉଁ ରୋଗର ଲକ୍ଷଣ

Featured

ଆପଣ କେମିକାଲ ମିଶା କ୍ଷୀର ତ ପିଉନାହାନ୍ତି, ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ କିପରି କରିବେ ଚିହ୍ନଟ ?

Prev Next
Odisha Bhaskar

Recent Posts

ବିମାନ ଅବତରଣ ମାମଲାରେ ନୂଆମୋଡ଼: ପାଇଲଟଙ୍କ…

ରୋହିତ-କୋହଲିଙ୍କ ବିନା ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ…

‘ଅପରେସନ ସିନ୍ଦୂର’କୁ ନେଇ ମମତା…

ପୁରୀ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ପୀଠର…

ଆପଲ୍‌କୁ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ: ଆମେରିକାରେ…

ୱାନଇଣ୍ଡିଆର ଐତିହାସିକ ସର୍ଭେ: ଦେଶର ମୁଡ଼୍ ଓ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଆପଲ୍‌କୁ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ: ଆମେରିକାରେ…

ୱାନଇଣ୍ଡିଆର ଐତିହାସିକ ସର୍ଭେ: ଦେଶର ମୁଡ଼୍ ଓ…

ନୀତା ଅମ୍ବାନୀଙ୍କ ନିଆରା ପଦକ୍ଷେପ, ସାରା…

ୟେ କି ଚମତ୍କାର ! 12 ମହଲାରୁ ଖସି ବି ମହିଳା…

Prev Next 1 of 26,477
© 2025 - TK Digital All Rights Reserved.