• Likes
  • Followers
  • Subscribers
  • Followers
  • Android App
  • Saturday, September 13, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Top Stories
  • ବିଦ୍ୟା ବାଲାନଙ୍କ ନାଁରେ ମିଥ୍ୟା ଇନଷ୍ଟାଗ୍ରାମ ଆକାଉଣ୍ଟ କରି ଲୋକଙ୍କୁ ଠକୁଥିଲେ, ଅଜଣା ବ୍ୟକ୍ତିଙ୍କ ନାଁରେ FIR ରୁଜୁ

ବିଦ୍ୟା ବାଲାନଙ୍କ ନାଁରେ ମିଥ୍ୟା ଇନଷ୍ଟାଗ୍ରାମ ଆକାଉଣ୍ଟ କରି ଲୋକଙ୍କୁ ଠକୁଥିଲେ, ଅଜଣା ବ୍ୟକ୍ତିଙ୍କ ନାଁରେ FIR ରୁଜୁ

By Sasmita Jamuda On Feb 21, 2024 at 1:47 PM
Share

ମୁମ୍ବାଇ: ଦିନକୁ ଦିନ ଅନଲାଇନ୍ ଠକେଇ ମାମଲା ବୃଦ୍ଧି ପାଉଥିବା ବେଳେ ପୋଲିସ ପାଇଁ ଏହା ମୁଣ୍ଡ ବ୍ୟଥାର କାରଣ ପାଲଟିଛି । କେବଳ ସାଧାରଣ ଜନତା ନୁହଁନ୍ତି ବରଂ ସିନେ କଳାକାରଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି ଠକ । ବଲିଉଡ଼ ଦୁନିଆରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ବଲିଉଡ଼ରେ ‘ପରିଣୀତା’ ଫିଲ୍ମରୁ ଏଣ୍ଟ୍ରି କରିଥିବା ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଫେକ୍ ଇନଷ୍ଟାଗ୍ରମ ଆକାଉଣ୍ଟକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତାଙ୍କ ନାମରେ ଏକ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଠକେଇ ଅଭିଯୋଗ ହୋଇଛି । ବିଦ୍ୟା ବାଲନ ମୁମ୍ବାଇର ଖର୍ ପୋଲିସ ଷ୍ଟେସନରେ ସେହି ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏକ FIR ଦେଇଛନ୍ତି । ଏନେଇ ଏଏନ୍ଆଇ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି ।

ସୂଚନାରୁ ପ୍ରକାଶ ସୋସିଆଲ ମିଡ଼ିଆରେ ଜଣେ ଅଜଣା ବ୍ୟକ୍ତି ବିଦ୍ୟା ବାଲନଙ୍କ ନାମରେ ଏକ ଫେକ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ତିଆରି କରି ବଲିଉଡ଼ ସହିତ ଜଡ଼ିତ ଲେକଙ୍କୁ ଠକିବା ପାଇଁ ଚେଷ୍ଟା କରିଥିଲେ । ଚାକିରିର ଆଶ୍ୱାସନା ଦେଇ ଲୋକଙ୍କ ଠାରୁ ଟଙ୍କା ମାଗୁଥିଲେ । ଏହି ବିଷୟରେ ବିଦ୍ୟା ବାଲନ ଜାଣିବା ପରେ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଖର୍ ପୋଲିସ ଷ୍ଟେସନରେ ITର ଧାରା ୬୬(ସି) ଅନୁଯାୟୀ ସେହି ଅଜଣା ବ୍ୟକ୍ତିଙ୍କ ନାଁରେ ଏକ FIR ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି ।
କହିରଖୁଛୁ ବିଦ୍ୟା ବାଲାନ ଫିଲ୍ମରେ କମ୍ ନଜର ଆସୁଥିଲେ ବି ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ୍ ଅଛନ୍ତ । ତାଙ୍କ ଇନଷ୍ଟାଗ୍ରାମରେ ୯ ମିଲିୟନରୁ ଅଧିକ ପ୍ୟାନ୍ସ ପଲୋଅର୍ସ ଅଛନ୍ତି । ନିକଟରେ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଭୁଲ ଭୁଲୈୟା ୩’ ପାଇଁ ଚର୍ଚ୍ଚାରେ ଅଛନ୍ତି ।

Bollywood actress Vidya Balan lodged an FIR against an unknown person for creating a fake Instagram account in her name and asking for money from people. An unknown person who created an identical Instagram ID asked people for money by assuring them of jobs. Khar Police has…

— ANI (@ANI) February 21, 2024

ଆହୁରି ପଢନ୍ତୁ

UIL ପକ୍ଷରୁ ଲଚୁଗୁଡା ଗ୍ରାମରେ ଗୋଷ୍ଠୀ…

Women’s Asia Cup 2025: ଫାଇନାଲରେ…

Share

Prev Post

ଭାଗ୍ୟରେ ଥିଲେ ମିଳେ ଏମିତି ସୁଯୋଗ; ଇସ୍ରାଏଲରେ ରାଜମିସ୍ତ୍ରୀଙ୍କୁ ମିଳିିଲା ୧.୩୭ଲକ୍ଷ ଟଙ୍କାର ଚାକିରୀ

Next Post

All Time Incredible IPL-16: ଧୋନୀ ଅଧିନାୟକ, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସୁଯୋଗ

You might also like More from author
Breaking News

UIL ପକ୍ଷରୁ ଲଚୁଗୁଡା ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ

Asia Cup

Women’s Asia Cup 2025: ଫାଇନାଲରେ ପହଞ୍ଚିଲା ଭାରତ, ଟାଇଟଲ ପାଇଁ ଏହି ଦଳ ସହିତ କରିବ…

Breaking News

ଟ୍ରମ୍ପଙ୍କ ନୂଆ ରଣନୀତି; NATO ରାଜି ହେଲେ ଋଷିଆ ଉପରେ ଲଗାଇବେ କଠୋର ପ୍ରତିବନ୍ଧକ

Breaking News

Bollywood Gossips: ଆଲିଆ ନୁହେଁ, ଏହି ତାରକାଙ୍କ ଫ୍ୟାନ୍ ରଣବୀର; ସେଲ୍ଫି ପାଇଁ ପଛରେ ଦୌଡ଼ିଲେ,…

Asia Cup

Asia Cup Inside Story: ଶୁଭମନ ଗିଲଙ୍କ ସାଙ୍ଗ ଜୁସ ଦୋକାନୀଙ୍କ ପୁଅ, ସାଙ୍ଗରେ ନେଇଗଲେ ଦୁବାଇ, ଆଉ…

Breaking News

ଦୀପାବଳି ପୂର୍ବରୁ EPFO ଖାତାଧାରୀଙ୍କ ପାଇଁ ଖୁସି ଖବର! ଏଥର ATM, UPIରୁ ଉଠାଇପାରିବେ PF ଟଙ୍କା!

Prev Next
Odisha Bhaskar

Recent Posts

ରାୟଗଡ଼ା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ…

UIL ପକ୍ଷରୁ ଲଚୁଗୁଡା ଗ୍ରାମରେ ଗୋଷ୍ଠୀ…

Women’s Asia Cup 2025: ଫାଇନାଲରେ…

ଗର୍ଜନ ଛାଡ଼ିଲାଣି ସମୁଦ୍ର… ମାଡ଼ିଆସୁଛି…

IND vs PAK: ଆରମ୍ଭ ହେଲା ଘମାଘୋଟ ଲଢେଇ…

ଟ୍ରମ୍ପଙ୍କ ନୂଆ ରଣନୀତି; NATO ରାଜି ହେଲେ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

UIL ପକ୍ଷରୁ ଲଚୁଗୁଡା ଗ୍ରାମରେ ଗୋଷ୍ଠୀ…

Women’s Asia Cup 2025: ଫାଇନାଲରେ…

ଟ୍ରମ୍ପଙ୍କ ନୂଆ ରଣନୀତି; NATO ରାଜି ହେଲେ…

Bollywood Gossips: ଆଲିଆ ନୁହେଁ, ଏହି…

Prev Next 1 of 24,653
© 2025 - TK Digital All Rights Reserved.