fbpx

ଓଡ଼ିଶାରେ ଏହି ତାରିଖରେ ହେବ ଭୋଟ ଗ୍ରହଣ, ଭାରତର ନିର୍ବାଚନ କମିଶନଙ୍କ ଘୋଷଣା

ଭୁବନେଶ୍ୱର: ଭାରତର ନିର୍ବାଚନ କମିଶନ କରିଛନ୍ତି ନିର୍ବାଚନ ତାରିଖ ଘୋଷଣା । ମୋଟ ୭ ଟି ପର୍ଯ୍ୟାୟରେ ହେବ ସାରା ଦେଶରେ ଭୋଟ ଗ୍ରହଣ । ତେବେ ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ମେ’ ୧୩, ମେ’ ୨୦, ମେ’ ୨୫ ଓ ଜୁନ୍ ୧ରେରେ ଓଡ଼ିଶାରେ ହେବ ଭୋଟ ଗ୍ରହଣ । ଜୁନ୍ ୪ ତାରିଖରେ ସାରା ଦେଶରେ ହେବ ଭୋଟ ଗଣତି ।

Get real time updates directly on you device, subscribe now.