• Likes
  • Followers
  • Subscribers
  • Followers
  • Android App
  • Tuesday, August 26, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ରାଜ୍ୟରେ ନିଯୁକ୍ତି ପାଇବେ ‘Psychiatric Social Worker’: ବିଜ୍ଞପ୍ତି ଜାରି କଲା ଓପିଏସସି

ରାଜ୍ୟରେ ନିଯୁକ୍ତି ପାଇବେ ‘Psychiatric Social Worker’: ବିଜ୍ଞପ୍ତି ଜାରି କଲା ଓପିଏସସି

By Manas Pradhan On Mar 25, 2024 at 4:18 PM
OPSC
Share

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ନିଯୁକ୍ତି ପାଇବେ ‘ସାଇକିୟାଟ୍ରିକ ସୋସିଆଲ ୱାର୍କର’ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଡ୍ରଗ-ଦେ-ଆଡିକସନ ସେଣ୍ଟର୍ସ (ଡିଏସି) ପାଇଁ ଷ୍ଟେଟ ସର୍ଭିସର ‘ଗ୍ରୁପ-ବି’ରେ ଏହି ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଏପ୍ରିଲ ମାସ ୪ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ମେ ମାସ ୫ ତାରିଖରେ ସମାପ୍ତ ହେବ । ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ପଦ ଖାଲି ରହିଛି । ମୋଟ ୧୩ଟି ପଦ ଖାଲି ରହିଥିବା ବେଳେ ସେଥିମଧ୍ୟରୁ ୨ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ଏଥିରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ସୋସିଆଲ ୱାର୍କରେ ପୋଷ୍ଟ-ଗ୍ରାଜୁଏଟ ଡିଗ୍ରୀ କରିଥିବେ ଓ ସାଇକିୟାଟ୍ରିକ ସୋସିଆଲ ୱାର୍କରେ ମାଷ୍ଟର ଅଫ୍ ଫିଲୋସଫି କରିଥିବେ । ଦୁଇ ବର୍ଷିଆ ଫୁଲ୍ ଟାଇମ୍ କୋର୍ସ ସମାପ୍ତ ପରେ ଏହି ଶିକ୍ଷା ଗ୍ରହଣ କରିଥିବା ଆବଶ୍ୟକ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା ସ୍ୱୀକୃତିପ୍ରାପ୍ତ କୌଣସି ବିଶ୍ୱବିଦ୍ୟାଳୟରୁ ସୁପରଭାଇଜ୍ କ୍ଲିନିକାଲ ଟ୍ରେନିଂ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିଥିବା ଆବଶ୍ୟକ ।

ଆହୁରି ପଢନ୍ତୁ

ପିଲାଙ୍କର ମଉଜ; ୨୯ ତାରିଖ ବି ସ୍କୁଲ ଛୁଟି, ୩…

ଭଣଜା ପ୍ରେମରେ ଉବୁଡୁବୁ 7 ଛୁଆର ମା’:…

Share

Prev Post

କାଜୁ-ବାଦାମ ଖାଉଥିଲେ, ଖାଇବା ଆଗରୁ ଜାଣି ରଖନ୍ତୁ ଏସବୁ କଥା

Next Post

ଗୋଲାପୀ ପୋଷାକରେ ଭକ୍ତଙ୍କ ସହ ପ୍ରଥମ ହୋଲି ଖେଳିଲେ ରାମଲାଲା, ସାମ୍ନାକୁ ଆସିଲା ମନଲୋଭା ଫଟୋ

You might also like More from author
Breaking News

ପିଲାଙ୍କର ମଉଜ; ୨୯ ତାରିଖ ବି ସ୍କୁଲ ଛୁଟି, ୩ ଦିନ ମସ୍ତି କରିବେ ଛୁଆ

Breaking News

ଭଣଜା ପ୍ରେମରେ ଉବୁଡୁବୁ 7 ଛୁଆର ମା’: ସ୍ୱାମୀଠୁ 3 ଲକ୍ଷ ଟଙ୍କା ନେଇ ଫେରାର, କହିଲା- “ଛୁଆଙ୍କ ସହ…

Breaking News

୨୪ ଲକ୍ଷ ଟଙ୍କାର କାରରେ ଦେଖାଗଲା ସମସ୍ୟା…ଶାହରୁଖ-ଦୀପିକାଙ୍କ ସମେତ ୭ ଜଣଙ୍କ ବିରୋଧରେ ମାମଲା

Featured

ସ୍ୱାମୀର ଶବକୁ ୪ ବର୍ଷ କାଳ ଧରିକି ଶୋଇଲା ସ୍ତ୍ରୀ, ପିଲାଙ୍କୁ କହିଲା-କାହାରିକୁ କହିବନି, ନହେଲେ..

Breaking News

Railway Jobs 2025: ରେଲୱେରେ ନିଯୁକ୍ତି ସୁଯୋଗ; 3500ରୁ ଅଧିକ ପଦ ଖାଲି, ସିଧାସଳଖ ଲିଙ୍କ…

Cricket

ମୁଁ ପାକିସ୍ତାନୀ ବ୍ୟାଟସମ୍ୟାନ ନୁହେଁ… କାହିଁକି ଏଭଳି କହିଲେ ଶୁଭମନ ଗିଲ୍, ଭାଇରାଲ ହେଉଛି…

Prev Next
Advertisement
ADVERTISEMENT
Odisha Bhaskar

Recent Posts

ପିଲାଙ୍କର ମଉଜ; ୨୯ ତାରିଖ ବି ସ୍କୁଲ ଛୁଟି, ୩…

ଭଣଜା ପ୍ରେମରେ ଉବୁଡୁବୁ 7 ଛୁଆର ମା’:…

୨୪ ଲକ୍ଷ ଟଙ୍କାର କାରରେ ଦେଖାଗଲା…

ସ୍ୱାମୀର ଶବକୁ ୪ ବର୍ଷ କାଳ ଧରିକି ଶୋଇଲା…

Railway Jobs 2025: ରେଲୱେରେ ନିଯୁକ୍ତି…

ମୁଁ ପାକିସ୍ତାନୀ ବ୍ୟାଟସମ୍ୟାନ ନୁହେଁ……

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ପିଲାଙ୍କର ମଉଜ; ୨୯ ତାରିଖ ବି ସ୍କୁଲ ଛୁଟି, ୩…

ଭଣଜା ପ୍ରେମରେ ଉବୁଡୁବୁ 7 ଛୁଆର ମା’:…

୨୪ ଲକ୍ଷ ଟଙ୍କାର କାରରେ ଦେଖାଗଲା…

ସ୍ୱାମୀର ଶବକୁ ୪ ବର୍ଷ କାଳ ଧରିକି ଶୋଇଲା…

Prev Next 1 of 27,764
© 2025 - TK Digital All Rights Reserved.