• Likes
  • Followers
  • Subscribers
  • Followers
  • Android App
  • Sunday, September 14, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Featured
  • ଭୁଲ UPI ନମ୍ବରରେ ପେମେଣ୍ଟ ହୋଇଛି କି? ଜାଣନ୍ତୁ, କିପରି ଟଙ୍କା ଫେରସ୍ତ ପାଇବେ

ଭୁଲ UPI ନମ୍ବରରେ ପେମେଣ୍ଟ ହୋଇଛି କି? ଜାଣନ୍ତୁ, କିପରି ଟଙ୍କା ଫେରସ୍ତ ପାଇବେ

By Odisha Bhaskar Bureau On Mar 31, 2024 at 7:36 PM
Share

ନୂଆଦିଲ୍ଲୀ: ଦେଶରେ ବିମୁଦ୍ରୀକରଣ ପରେ ୟୁପିଆଇ ପେମେଣ୍ଟ ବହୁ ମାତ୍ରାରେ ବଢିଯାଇଥିଲା । ବର୍ତ୍ତମାନ ପ୍ରତ୍ୟେକ ଛୋଟ ଏବଂ ବଡ ସ୍ଥାନରେ ଡିଜିଟାଲ୍ ପେମେଣ୍ଟ ସହଜରେ କରାଯାଇପାରୁଛି । ଏଥିପାଇଁ ଲୋକମାନେ ଫୋନ୍ ପେ, ଗୁଗୁଲ୍ ପେ ଏବଂ ପେଟିଏମ୍ ପରି ଡିଜିଟାଲ୍ ପେମେଣ୍ଟ ଆପ୍ ନିଜ ଫୋନରେ ରଖୁଛନ୍ତି । କିନ୍ତୁ ବେଳେବେଳେ ଏମିତି ହୁଏ ଭୁଲ ବଶତଃ ଅନ୍ୟ ନମ୍ବରକୁ ଟଙ୍କା ପଳାଇଥାଏ । ଯଦି ଆପଣଙ୍କ ସହ ମଧ୍ୟ ଏମିତି ହେଉଛି ତେବେ ଚିନ୍ତା କରିବାର କିଛି ନାହିଁ । ଅତି ସହଜ ଉପାୟରେ ନିଜର ଟଙ୍କା ଫେରସ୍ତ ପାଇ ପାରିବେ ।

ପ୍ରଥମ ସମାଧାନ ହେଉଛି ଫୋନ୍ ପେ, ଗୁଗୁଲ୍ ପେ ଏବଂ ପେଟିଏମ୍ ଭଳି ଆପ୍ ରେ ଯଦି ଏମିତି ହୁଏ ତେବେ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ । ଟୋଲ ଫ୍ରି ନମ୍ବରରେ କଲ୍ କରି ଅଭିଯୋଗ ପଞ୍ଜୀକୃତ କରିପାରିବେ ଏବଂ ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରିପାରିବେ ।

ଦ୍ୱିତୀୟ ସମାଧାନ ହେଉଛି ଆପଣଙ୍କୁ NPCI ର ୱେବସାଇଟ୍ କୁ ଯାଇ କଷ୍ଟମର ଉପରେ କ୍ଲିକ୍ କରିବା ପରେ ଏଠାରେ ଆପଣଙ୍କୁ ଅଭିଯୋଗର ଅପସନ୍ ଦେଖାଯିବ । ଏହା ଉପରେ କ୍ଲିକ୍ କରିବା ପରେ ମେକାନିଜିମେ୍ ରେ ପହଞ୍ଚିବେ । ଏଠାରେ ଆପଣଙ୍କୁ ଅଭିଯୋଗ ଭିତରେ ବ୍ୟବସାୟୀ କିମ୍ବା ପ୍ରକୃତିର କାରବାରରେ ବ୍ୟକ୍ତି ଚୟନ କରିବାକୁ ପଡିବ । ଏହା ପରେ ଦେୟ ସମ୍ବନ୍ଧୀୟ ସମସ୍ତ ବିବରଣୀ ଏଠାରେ ପୂରଣ କରିବାକୁ ପଡିବ । ଯେପରିକି ବ୍ୟାଙ୍କ, ଟ୍ରାନଜାକ୍ସନ୍ ଆଇଡି ଏବଂ ଫୋନ୍ ନମ୍ବର ଇତ୍ୟାଦି । ଏହା ପରେ ସବମିଟ୍ ର ବଟନ୍ କ୍ଲିକ୍ କରିବାକୁ ପଡିବ ।
ଆହୁରି ପଢନ୍ତୁ

Bollywood News: ବାଗୀ-4 ଫ୍ଲପ୍ ! ଏବେ…

AIIMSର ଆଶ୍ଚର୍ଯ୍ୟଜନକ ଖୁଲାସା: ଯୁବପିଢିଙ୍କ…

ସିଧାସଳଖ ଆରବିଆଇକୁ ରିପୋର୍ଟ କରନ୍ତୁ:-
ଯଦି ଆପଣ ଉପରୋକ୍ତ ପଦକ୍ଷେପଗୁଡିକରୁ ଆପଣଙ୍କର ଟଙ୍କା ପାଇ ନାହାଁନ୍ତି, ତେବେ ଆପଣ ସିଧାସଳଖ ଭାରତର ରିଜର୍ଭ ବ୍ୟାଙ୍କରେ ଅଭିଯୋଗ କରିପାରିବେ । ଏଥିପାଇଁ ଆପଣଙ୍କୁ ଗୁଗୁଲକୁ ଯାଇ Banking Ombudsman ଲେଖିବାକୁ ପଡିବ । ତା’ପରେ https://bankingombudsman.rbi.org.in କୁ ଏହି ସାଇଟକୁ ଯିବାକୁ ପଡିବ ।
Share

Prev Post

ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ସୋରିଷ: ହାର୍ଟକୁ ରଖିଥାଏ ସୁସ୍ଥ

Next Post

ଆସୁଛି ରିଜର୍ଭ ବ୍ୟାଙ୍କର ‘ଡିଜିଟା’, ଏଣିକି ଅନଲାଇନ୍ ଠକେଇ ଉପରେ ଲାଗିବ ଲଗାମ୍

You might also like More from author
Breaking News

Bollywood News: ବାଗୀ-4 ଫ୍ଲପ୍ ! ଏବେ ସଲମାନଙ୍କ ‘ଶତ୍ରୁ’ ସହ ଏକାଠି ହେବେ ସଞ୍ଜୟ ଦତ୍ତ, ହେବ…

Breaking News

AIIMSର ଆଶ୍ଚର୍ଯ୍ୟଜନକ ଖୁଲାସା: ଯୁବପିଢିଙ୍କ ହାଡ଼ ହୋଇଯାଉଛି ଗୁଣ୍ଡ ! “ଯୋଗ” ବନିବ ସୁରକ୍ଷା କବଚ,…

Breaking News

Bank Jobs 2025: ପରୀକ୍ଷା ବିନା ଏହି ବ୍ୟାଙ୍କରେ ମ୍ୟାନେଜର ହେବାର ବଡ଼ ସୁଯୋଗ, ଦରମା 1 ଲକ୍ଷରୁ…

Breaking News

ଚାଞ୍ଚଲ୍ୟକର ଖୁଲାସା ! ସ୍କୁଲ ଉହାଡ଼ରେ ଚାଲୁଥିଲା ଡ୍ରଗ୍ସ ଫ୍ୟାକ୍ଟ୍ରି, ରାତିରେ ବେପାର ଆଉ ଦିନରେ…

Breaking News

ଟେକ ଅଫ୍ କରିପାରିଲାନି ଇଣ୍ଡିଗୋ ବିମାନ; ବିମାନରେ ଥିଲେ ସାଂସଦ ଡିମ୍ପଲଙ୍କ ସମେତ 151 ଯାତ୍ରୀ,…

Breaking News

ଦେଶ ରଚିଲା ଇତିହାସ; ତିଆରି ହେଲା ପ୍ରଥମ ମ୍ୟାଲେରିଆ ଭ୍ୟାକ୍ସିନ, ICMR ଏହି 5ଟି କମ୍ପାନୀକୁ ଦେଲା…

Prev Next
Odisha Bhaskar

Recent Posts

Bollywood News: ବାଗୀ-4 ଫ୍ଲପ୍ ! ଏବେ…

କାଉଣ୍ଟଡାଉନ୍ ଷ୍ଟାର୍ଟ, ପାକିସ୍ତାନ ବିପକ୍ଷରେ…

AIIMSର ଆଶ୍ଚର୍ଯ୍ୟଜନକ ଖୁଲାସା: ଯୁବପିଢିଙ୍କ…

Bank Jobs 2025: ପରୀକ୍ଷା ବିନା ଏହି…

ନେପାଳ ପରେ ଲଣ୍ଡନରେ ପ୍ରତିବାଦ, ରାସ୍ତାକୁ…

(video) ଜଳିଲାଣି ନିଆଁ, ଦେଶ ସାରା…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

Bollywood News: ବାଗୀ-4 ଫ୍ଲପ୍ ! ଏବେ…

AIIMSର ଆଶ୍ଚର୍ଯ୍ୟଜନକ ଖୁଲାସା: ଯୁବପିଢିଙ୍କ…

Bank Jobs 2025: ପରୀକ୍ଷା ବିନା ଏହି…

ଚାଞ୍ଚଲ୍ୟକର ଖୁଲାସା ! ସ୍କୁଲ ଉହାଡ଼ରେ…

Prev Next 1 of 24,919
© 2025 - TK Digital All Rights Reserved.