• Likes
  • Followers
  • Subscribers
  • Followers
  • Android App
  • Monday, June 30, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଏକ ମାସ ପରେ ଆପଣଙ୍କର ଆକାଉଣ୍ଟ ବନ୍ଦ ହୋଇଯିବ: ଗ୍ରାହକଙ୍କ ପାଇଁ ଚେତାବନୀ ଜାରି କଲା PNB

ଏକ ମାସ ପରେ ଆପଣଙ୍କର ଆକାଉଣ୍ଟ ବନ୍ଦ ହୋଇଯିବ: ଗ୍ରାହକଙ୍କ ପାଇଁ ଚେତାବନୀ ଜାରି କଲା PNB

By Manas Pradhan Last updated May 7, 2024 at 10:52 AM
PNB Alert
Share

ନୂଆଦିଲ୍ଲୀ: ଆପଣଙ୍କର ଆକାଉଣ୍ଟ ଯଦି ସାର୍ବଜନିକ କ୍ଷେତ୍ରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରେ ରହିଛି ତେବେ ସେନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ନିଜର ଗ୍ରାହକଙ୍କ ପାଇଁ ପିଏନବି ପକ୍ଷରୁ ଏକ ଚେତାବନୀ ଜାରି କରାଯାଇଛି । ଯଦି ଆପଣମାନେ ନିଜ ଖାତାରେ ୩ ବର୍ଷ ମଧ୍ୟରେ କୌଣସି ନେଣଦେଣ କରିନଥିବେ ଓ ଆକାଉଣ୍ଟରେ କୌଣସି ରାଶି ନଥିବ ତେବେ ଆପଣଙ୍କର ଆକାଉଣ୍ଟକୁ ୧ ମାସ ପରେ ବନ୍ଦ କରିଦିଆଯିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

ଗତ ୩ ବର୍ଷ ଧରି ଯେଉଁ ଗ୍ରାହକମାନେ ସେମାନଙ୍କର ଆକାଉଣ୍ଟରେ କୌଣସି ଟ୍ରାଞ୍ଜାକସନ କରିନଥିବେ ଓ ଯେଉଁମାନଙ୍କର ଆକାଉଣ୍ଟରେ କୌଣସି ଅର୍ଥ ନଥିବ ସେମାନଙ୍କର ଆକାଉଣ୍ଟରେ ୧ ମାସ ପରେ ବନ୍ଦ କରି ଦିଆଯିବ ବୋଲି ବ୍ୟାଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ୩ ବର୍ଷର ଗଣନା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ କରାଯିବ ବୋଲି ପିଏନବି ପକ୍ଷରୁ କୁହାଯାଇଛି । ତେବେ ୨୫ ବର୍ଷରୁ କମ୍ ବୟସ୍କ ଧାରୀ ଛାତ୍ରଙ୍କ ଖାତା, ନାବାଳକଙ୍କ ଖାତା, ଏସଏସୱାଇ/ ପିଏମଜେଜବିୱାଇ / ପିଏମଏସବିୱାଇ/ ଏପିୱାଇ, ଡିବିଟି ଉଦ୍ଦେଶ୍ୟରେ ଖୋଲାଯାଇଥିବା ଖଶତା, ଆୟକର ବିଭାଗ ବା ଅନ୍ୟ କୌଣସି ବୈଧାନିକ ପ୍ରାଧିକରଣଙ୍କ ଆଦେଶ ଦ୍ୱାରା ଫ୍ରିଜ କରାଯାଇଥିବା ଖାତା ବନ୍ଦ କରାଯିବ ନାହିଁ ବୋଲି କୁହାଯାଇଛି ।

Share

Prev Post

ବିଶ୍ୱର ପ୍ରଥମ ୬ଜି ଡିଭାଇସ୍ ପ୍ରସ୍ତୁତ କଲା ଜାପାନ: ୫ଜି ଠାରୁ ୫୦୦ ଗୁଣ ସ୍ପିଡରେ ଚାଲିବ ଇଣ୍ଟରନେଟ!

Next Post

(Video):Met Galaରେ ଚମକିଲେ ଆଲିଆ ଭଟ୍ଟ, ରେଡ୍ କାର୍ପେଟରେ ବିଶିଷ୍ଟ ଡିଜାଇନର ସବ୍ୟାସାଚୀଙ୍କ ଶାଢ଼ୀ ପିନ୍ଧି ଫଟୋ ପାଇଁ ଦେଲେ ପୋଜ୍‌

You might also like More from author
Breaking News

ଅନନ୍ତ ଅମ୍ବାନୀଙ୍କୁ ରିଲାଏନ୍ସରୁ ମିଳିବ କୋଟି କୋଟି ଟଙ୍କାର ଦରମା, ଲାଭରୁ କମିଶନ ସହ ଅନେକ ସୁବିଧା

Breaking News

ପ୍ରେମ ଜାଲରେ ଫସି ଇଞ୍ଜିନିୟର ହରାଇଲେ ୭୯.୩ ଲକ୍ଷ ଟଙ୍କା, ମ୍ୟାଟ୍ରିମୋନିଆଲ ସାଇଟରେ ମିଳିଥିବା…

Breaking News

ଦୁଇଟି ବିମାନ ମଧ୍ୟରେ ଧକ୍କା, ବର୍ତ୍ତିଗଲେ ଯାତ୍ରୀ; ଭିଡିଓ ଦେଖି ଆତଙ୍କିତ ଲୋକେ

Top Stories

ପିରିୟଡ୍ସ ସମୟରେ ପ୍ରବଳ ରକ୍ତସ୍ରାବ ହେଉଛି କି? ଖାଦ୍ୟରେ ସାମିଲ କରନ୍ତୁ ଏହି…

Top Stories

କୋଲକାତା ଗଣଦୁଷ୍କର୍ମ ମାମଲା, ଅଭିଯୁକ୍ତ ମନୋଜିତ ପାଖରେ ଥିଲା ଆଇନ କଲେଜର CCTV କ୍ୟାମେରା

Featured

ଅବସରପ୍ରାପ୍ତ କ୍ୟାପଟେନଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ଚାପ, ଶାଶୂଘର ଲୋକେ ଦେଉଥିଲେ ଅକଥନୀୟ…

Prev Next
Advertisement
ADVERTISEMENT
Odisha Bhaskar

Recent Posts

ଅନନ୍ତ ଅମ୍ବାନୀଙ୍କୁ ରିଲାଏନ୍ସରୁ ମିଳିବ କୋଟି…

ପ୍ରେମ ଜାଲରେ ଫସି ଇଞ୍ଜିନିୟର ହରାଇଲେ ୭୯.୩…

ଦୁଇଟି ବିମାନ ମଧ୍ୟରେ ଧକ୍କା, ବର୍ତ୍ତିଗଲେ…

ପିରିୟଡ୍ସ ସମୟରେ ପ୍ରବଳ ରକ୍ତସ୍ରାବ ହେଉଛି କି?…

ବଲିଉଡର ଏହି ଦୁଇଜଣଙ୍କ ପାଇଁ ମୁଁ ଆଜି ଏଠି,…

କୋଲକାତା ଗଣଦୁଷ୍କର୍ମ ମାମଲା, ଅଭିଯୁକ୍ତ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଅନନ୍ତ ଅମ୍ବାନୀଙ୍କୁ ରିଲାଏନ୍ସରୁ ମିଳିବ କୋଟି…

ପ୍ରେମ ଜାଲରେ ଫସି ଇଞ୍ଜିନିୟର ହରାଇଲେ ୭୯.୩…

ଦୁଇଟି ବିମାନ ମଧ୍ୟରେ ଧକ୍କା, ବର୍ତ୍ତିଗଲେ…

ପିରିୟଡ୍ସ ସମୟରେ ପ୍ରବଳ ରକ୍ତସ୍ରାବ ହେଉଛି କି?…

Prev Next 1 of 26,999
© 2025 - TK Digital All Rights Reserved.