fbpx

ରିଲ୍ସ ପାଇଁ ଚାଲିଗଲା ୧୧ ବର୍ଷୀୟ ବାଳକର ଜୀବନ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ମଧ୍ୟ ପ୍ରେଦଶର ମେୁରୌନାର ଅମ୍ବାହେର ୧୧ ବର୍ଷୀୟ ବାଳକର ରିଲ୍ସ କରିବା ପାଇଁ ଏକ କଷ୍ଟ ଦାୟକ ମୃତ୍ୟୁ ଘଟିଛି । ୭ମ ଶ୍ରେଣେୀର ପଢୁଥିବା ବାଳକ କରଣ ପରମାର ପ୍ରତିଦିନ ଭଳି ନିଜର କିଛି ସାଙ୍ଗମାନଙ୍କ ସହ ଶନିବାର ଦିନ ସଂଧ୍ୟୋର ଖେଳୁଥିଲା । ଏହି ସମୟେର ସେ ରିଲ୍ସ କରିବା ପାଇଁ ଏକ ଗଛେର ଫାଶି ଲଗାେଇଦଲା । କିଛି ସମୟ ପେର ସେ କଷ୍ଟ ପାଇବାକୁ ଲାଗେିଲ । ଆଶ୍ଚର୍ଯ୍ୟର କଥା ଏହା ଯେ, ତାଙ୍କର େଅନକ ସାଙ୍ଗ ପାଖେର ଖେଳୁଥେିଲ । ସମସ୍ତଙ୍କୁ ଲାଗିଲା କରଣ ଆକ୍ଟିଙ୍ଗ କରୁଛି । ଏହି ସମୟେର ଜେଣ ଶିଶୁ ଏହାର ଭିଡିଓ କରୁଥିଲା । େହେଲ କିଛି ସମୟ ପେର ପୀଡିତ ଶିଶୁଟିର ମୃତ୍ୟୁ ଘଟିଥିଲା । ଏହାକୁ ଦେଖି ଅନୁ ଶିଶୁମୋନ ଘଟଣାସ୍ଥଳରୁ ଫେରାର ହୋଇଯାଇଥେିଲ ।

ଏହି ଘଟଣା ବିଷୟେର ଯେପରି କରଣଙ୍କ ପରିବା ଲେୋକ ଜାଣିବାକୁ ପାେଇଲ ସେମୋନ ସମେସ୍ତ ଘଟଣାସ୍ଥଳେର ପହଁଚି ଶିଶୁକୁ ଫାଶିରୁ ବାହାରକୁ ଆଣି ହସ୍ପିଟାଲ ନେଇକି ଗେଲ । ଯେଉଁଠୋର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥେିଲ । ଏହାପେର ପିଲିସ ହସ୍ପିଟାଲେର ପହଞ୍ଚିଥିଲା । ମୃର ଶିଶୁର ଶରୀରକୁ ପୋଷ୍ଟମଟର୍ମ ପାଇଁ ପଠାଯାଇଛି । ସେହିପରି ପୋଲିସ ଯାଞ୍ଚ ପାଇଁ ମୋବାଇଲକୁ ଜବତ କରିଛି, ଯେଉଁଥେିର ସାରା ଘଟଣାର ଭିଡିଓ ସୁଟ କରାଯାଇଥିଲା ।

Get real time updates directly on you device, subscribe now.