• Likes
  • Followers
  • Subscribers
  • Followers
  • Android App
  • Friday, September 12, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ବ୍ୟାଙ୍କିଂ ଆଇନରେ ସଂଶୋଧନ କଲେ କେନ୍ଦ୍ର ସରକାର: ଏଣିକି ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ରହିବେ ୪ ଜଣ ନୋମିନୀ

ବ୍ୟାଙ୍କିଂ ଆଇନରେ ସଂଶୋଧନ କଲେ କେନ୍ଦ୍ର ସରକାର: ଏଣିକି ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ରହିବେ ୪ ଜଣ ନୋମିନୀ

By Manas Pradhan Last updated Aug 4, 2024 at 12:33 PM
Bank Account
Share

ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟ ଥିବା ସମସ୍ତ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ସାଧାରଣ ଭାବେ ବ୍ୟାଙ୍କ ଆକାଉଣ୍ଟରେ ଗ୍ରାହକମାନେ ଜଣଙ୍କୁ ନୋମିନୀ ରଖିବାକୁ ସୁଯୋଗ ପାଇଥାନ୍ତି । ମାତ୍ର ଏଣିକି ଗ୍ରାହକମାନେ ସେମାନଙ୍କ ଆକାଉଣ୍ଟରେ ୪ ଜଣଙ୍କୁ ନୋମିନୀ ଭାବେ ରଖିପାରିବେ । ଗତ ୩ ତାରିଖ ଦିନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବ୍ୟାଙ୍କିଂ ଆଇନ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି । ଏହି ସଂଶୋଧନ ଅନୁସାରେ ଆପଣମାନେ ନିଜ ଆକାଉଣ୍ଟରେ ୪ ଜଣ ନୋମିନୀ ରଖିପାରିବେ ।

ବର୍ତ୍ତମାନ ସେଭିଙ୍ଗସ ଆକାଉଣ୍ଟ ଓ ସ୍ଥାୟୀ ଜମା ଉପରେ ବ୍ୟାଙ୍କ ଜଣଙ୍କୁ ନୋମିନୀ ରଖିବା ପାଇଁ ଅନୁମତି ଦେଉଥିବା ବେଳେ ଆଗକୁ ନୋମିନୀଙ୍କ ସଂଖ୍ୟା ବଢ଼ିବ । ବ୍ୟାଙ୍କିଂ ଆଇନ ସହ ଜଡ଼ିତ ଅତିକମରେ ୬ଟି ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବିଲ ଆଗତ କରିବା ପରେ ଏହି ନିୟମ ଲାଗୁ ହେବ । ଏକାଧିକ ନୋମିନୀ ବ୍ୟବସ୍ଥା ଲାଗୁ ହେବା ଫଳରେ ଆକାଉଣ୍ଟଧାରୀଙ୍କ ମୃତ୍ୟୁ ହେବା ପରେ ଆକାଉଣ୍ଟରେ ରହିଥିବା ଜମା ଅର୍ଥ ଜଏଣ୍ଟ ଆକାଉଣ୍ଟଧାରୀ ବା ଉତ୍ତରାଧିକାରୀଙ୍କୁ ମିଳିପାରିବ ।

ଏହି ପଦକ୍ଷେପ ଫଳରେ କେନ୍ଦ୍ର ସରକାର ଅଣଦାବିଦାର ଆକାଉଣ୍ଟ ସଂଖ୍ୟାକୁ ହ୍ରାସ କରିବାକୁ ଚାହୁଁଛନ୍ତି । ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏଭଳି ଆକାଉଣ୍ଟରେ ୭୮ ହଜାର କୋଟି ଟଙ୍କା ରହିଥିଲା । ସବୁଠାରୁ ବଡ଼ କଥା ହେଉଛି, ଏହି ପର୍ଯ୍ୟାପ୍ତ ପରିମାଣର ଅର୍ଥର କୌଣସି ଦାବିଦାର ନାହାନ୍ତି । ଏହାର ବଡ଼ କାରଣ ହେଉଛି ଆକାଉଣ୍ଟରେ କେବଳ ଜଣେ ମାତ୍ର ନୋମିନୀ । ଯଦି କୌଣସି ସ୍ଥିତିରେ ନୋମିନୀଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ପରେ ଉକ୍ତ ଅର୍ଥକୁ କ୍ଲେମ କରିବାକୁ କେହି ନଥାନ୍ତି । ଯଦି ୪ ଜଣ ନୋମିନୀ ରହିବେ ତେବେ ଗ୍ରାହକ ବା ୧ ନମ୍ବର ନୋମିନୀଙ୍କ ମୃତ୍ୟୁ ଘଟିଲେ ବି ଆଉ ୩ ଜଣ ନୋମିନୀ ରହିବେ । ଅନେକ କ୍ଷେତ୍ରରେ ପତ୍ନୀ-ପତ୍ନୀ ଉଭୟେ ଉଭୟଙ୍କୁ ନୋମିନୀ ରଖିଥାନ୍ତି । ତେଣୁ ଏଭଳି ସ୍ଥିତିରେ ଉଭୟେ କୌଣସି କାରଣରୁ ପ୍ରାଣ ହରାଇଲେ ତାଙ୍କ ଆକାଉଣ୍ଟରେ କେହି ଦାବିଦାର ନଥାନ୍ତି । ତେଣୁ ନୋମିନୀ ସଂଖ୍ୟା ୪ କରିବା ନେଇ ବିଚାର କରାଯାଉଛି ।

ଆହୁରି ପଢନ୍ତୁ

ଦେଶ ଦେଖିବ ନୂଆ ଅଧ୍ୟାୟ, ଆଜି ଉପରାଷ୍ଟ୍ରପତି…

ମହାପ୍ରଭୁ ଅଜାଡ଼ି ଦେବେ ଖୁସି, ସୁନା ଝୁଲଣାରେ…

Share

Prev Post

ମଝି ଚିଲିକାରେ ଫସିଲା ପାଟ୍ରୋଲିଂ ଡଙ୍ଗା, ବନ ବିଭାଗର ୪ ଜଣ କର୍ମଚାରୀ ଥିବା ସୂଚନା

Next Post

FD ଉପରେ ବୃଦ୍ଧି ହେଲା ସୁଧହାର; ଜାଣନ୍ତୁ କେଉଁ ବ୍ୟାଙ୍କରେ ମିଳୁଛି ଅଧିକ ରିଟର୍ଣ୍ଣ

You might also like More from author
Breaking News

ଦେଶ ଦେଖିବ ନୂଆ ଅଧ୍ୟାୟ, ଆଜି ଉପରାଷ୍ଟ୍ରପତି ଭାବେ ଶପଥ ନେବେ ସି.ପି ରାଧାକ୍ରିଷ୍ଣନ୍

Astrology

ମହାପ୍ରଭୁ ଅଜାଡ଼ି ଦେବେ ଖୁସି, ସୁନା ଝୁଲଣାରେ ଝୁଲିବେ ୪ ରାଶିର ବ୍ୟକ୍ତି, ଦୂର ସ୍ଥାନକୁ ଯାତ୍ରା ସହ…

Featured

‘ତମ ଆଖିର ଆଇନା ହୋଇ ରହିବି’- ବୋଲ୍ଡ ଅଭିନେତ୍ରୀଙ୍କୁ ମିଠା ମିଠା କଥା କହି…

Cricket

ଗୁଳିରେ ନୁହେଁ, ବ୍ୟାଟର ଗଗନଚୁମ୍ୱୀ ଛକାରେ ପାକ୍ କୁ ପାନେ ଦେବ ଭାରତ, ବିଗ୍ ଫାଇଟରେ କାହାର ପଲଡ଼ା…

Cricket

ହଜାରେ ଅଭିଷେକ ଶର୍ମା ବି ପାରିବେନି ଏ ଦୁର୍ଦ୍ଦଶ ବ୍ୟାଟରକୁ, 29 ଗଗନଚୁମ୍ୱୀ ଛକା ସହ କଲେ ଏତେ ଅଧିକ…

Featured

ଆଶ୍ଚର୍ଯ୍ୟ! 87 ବର୍ଷ ବୟସରେ କମାଇଲେ 63 କିଲୋ ଓଜନ, ଏବେ କହୁଛନ୍ତି,’ମୋତେ ଜେଜେମା କହିବା…

Prev Next
Odisha Bhaskar

Recent Posts

ଦେଶ ଦେଖିବ ନୂଆ ଅଧ୍ୟାୟ, ଆଜି ଉପରାଷ୍ଟ୍ରପତି…

ମହାପ୍ରଭୁ ଅଜାଡ଼ି ଦେବେ ଖୁସି, ସୁନା ଝୁଲଣାରେ…

ମୃତ୍ୟୁ ପରେ ନବଜାତ ଶିଶୁଙ୍କୁ ପୂର୍ବପୁରୁଷ…

‘ତମ ଆଖିର ଆଇନା ହୋଇ ରହିବି’-…

BCCI ମୁଖ୍ୟ ରୋଜର ବିନ୍ନି ପଦରୁ ଦେଲେ ଇସ୍ତଫା,…

ହୋଟେଲରୁ ବିରାଟ-ଅନୁଷ୍କାଙ୍କୁ ବିଦା କରିଦେଲେ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଦେଶ ଦେଖିବ ନୂଆ ଅଧ୍ୟାୟ, ଆଜି ଉପରାଷ୍ଟ୍ରପତି…

ମହାପ୍ରଭୁ ଅଜାଡ଼ି ଦେବେ ଖୁସି, ସୁନା ଝୁଲଣାରେ…

‘ତମ ଆଖିର ଆଇନା ହୋଇ ରହିବି’-…

ଗୁଳିରେ ନୁହେଁ, ବ୍ୟାଟର ଗଗନଚୁମ୍ୱୀ ଛକାରେ…

Prev Next 1 of 28,017
© 2025 - TK Digital All Rights Reserved.