fbpx

କିଏ କେଉଁଠି କରିବେ ପତାକା ଉତ୍ତୋଳନ ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ୱର: ଆସୁଛି ଅଗଷ୍ଟ ୧୫ । ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହେବ ସ୍ୱାଧୀନତା ଦିବସ । ଏଥିପାଇଁ ସ୍କୁଲ, କଲେଜ ଭଳି ଶିକ୍ଷାନୁଷ୍ଠାନ ଓ ଅଫିସ, ବିଭିନ୍ନ ବାଣିଜ୍ୟିକ ଅନୁଷ୍ଠାନ ଇତ୍ୟାଦି ସ୍ଥାନରେ ପତାକା ଉତ୍ତୋଳନ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟାଳୟରୁ ସୂଚନା ଜାରି କରାଯାଇଛି । ଏହି ତାଲିକାରେ କିଏ କେଉଁଠି ପତାକା ଉତ୍ତୋଳନ କରିବ ସେ ବିଷୟରେ ଉଲ୍ଲେଖ ରହିଛି ।

Get real time updates directly on you device, subscribe now.