fbpx

ୟୁପିରେ ଆଇଏଏସ୍ ସ୍ତରରରେ ବଡ଼ ଧରଣର ଅଦଳ ବଦଳ, ସିପି ସିଂହ ଲକ୍ଷ୍ନୌର ନୂତନ DM

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ମୋଟ୍ ୧୩ ଜଣ ଆଇଏଏସ୍ ଅଧିକାରୀଙ୍କ ଟ୍ରାନ୍ସଫର ହୋଇଥିବା ବେଳେ ଲକ୍ଷ୍ନୌ ସମେତ ୫ଟି ଜିଲ୍ଲାର DMଙ୍କୁ ବଦଳି କରାଯାଇଛି ।

ସିପି ସିଂହଙ୍କୁ(ଲକ୍ଷ୍ନୌDM), ନିଧି ଗୁପ୍ତାଙ୍କୁ(ଅମରୋହDM), ଘନଶ୍ୟାମ୍ ମୀନାଙ୍କୁ(ହମୀରପୁରDM), ଦିନେଶ(ଜୋନପୁର DM), ରବିନ୍ଦ୍ର ମଣ୍ଡେର(ପ୍ରୟାଗରାଜDM), ଅରବିନ୍ଦ ବଙ୍ଗାରି(ଆଗ୍ରାDM), ନବନୀତ ଚହଲ(ଆଜମଗଡ଼DM) ଏବଂ ରବିନ୍ଦ୍ର ସିଂହଙ୍କୁ ଫତେହପୁର DM ଭାବେ ଦାୟିତ୍ୱ ଦିଆଯାଇଛି । ନିକଟରେ ୟୁପି ସରକାର ୧୩ ଜଣ ଆଇଏଏସ୍ ଅଧିକାରୀଙ୍କ ଟ୍ରାନ୍ସଫର କରିଥିଲେ । ସେହିପରି ବିହାରରେ ୯ ଜଣ ଆଇପିଏସ ଆଧିକାରୀଙ୍କ ବଦଳି କରାଯାଇଥିଲା ।

Get real time updates directly on you device, subscribe now.