fbpx

Video; ଦେଖି ହେଉନି କି ସହି ହେଉନି; ମା’ ପାର୍ବତୀଙ୍କ ଫଟୋକୁ ବିକୃତ କରି ହେଉଛି ଭାଇରାଲ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଲଗାତାର ଭାବରେ ହିନ୍ଦୁ ଦେବାଦେବୀଙ୍କୁ ହେଉଛି ଅପମାନ। ବିଭିନ୍ନ ଦେବାଦେବୀଙ୍କ ଫଟୋକୁ ବିକୃତ ବନାଇ ଛାଡ଼ୁଛନ୍ତି ଦୁର୍ବୃତ୍ତ। ଏଠି ପ୍ରଶ୍ନ ଏପରି କରିବାର କଣ ରହିଛି ଉଦ୍ଦେଶ୍ୟ। କିଏ ଏହି ଘଟଣାର ମାଷ୍ଟରମାଇଣ୍ଡ। ବାରମ୍ବାର ଏପରି ହେବା ପରେ ବି ପ୍ରଶାସନ କାହିଁକି ନେଉ ନାହିଁ ଦୃଢ କାର୍ଯ୍ୟାନୁଷ୍ଠାନ।

ନିକଟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମା’ ପାର୍ବତୀଙ୍କୁ ନେଇ ଏକ ପୋଷ୍ଟ ଭାଇରାଲ ହେଉଛି। ଯେଉଁ ଫଟୋରେ ଭଗବାନ ଶିବ ଅଛନ୍ତି, ନିକଟରେ ମା’ ପାର୍ବତୀଙ୍କ ସହ ଜଣେ ଟୋପି ପିନ୍ଧା ଯୁବକ ଠିଆ ହୋଇଛି। ଯାହା କି ମା’ଙ୍କ ଫଟୋକୁ ବିକୃତ କରାଯାଇ ଯୁବକର ଉଲଗ୍ନ ଫଟୋ ଯୋଡ଼ା ଯାଇଛି। ପୋଷ୍ଟରୁ ସ୍ପଷ୍ଟ ଜଣା ପଡ଼ୁଛି ଏହା ଏକ ମେସଞ୍ଜରର ଚାର୍ଟିଂର ସ୍କିନ୍ ରେକଡିଂ ଭିଡିଓ।

ଭିଡିଓଟିକୁ @dwivedi_ji12 ନାମକ ଏକ୍ସ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି। ଏହି ସ୍କିନ୍ ରେକଡିଂ ଭିଡିଓକୁ ଦେଖିଲେ ମହମ୍ମଦ ସମସାଦ ଅନସାରୀ ସମସାଦ ନାମକ ଜଣେ ଯୁବକ ମେସଞ୍ଜରରେ ପଠାଇଛି। @Cyberdost ଓ @CPDelhiଙ୍କୁ ଟ୍ୟାଗ୍ କରାଯାଇ ମହମ୍ମଦ ସମସାଦ ଅନସାରୀ ସମସାଦକୁ ତୁରନ୍ତ ଗିରଫ ପାଇଁ ଦାବି କରାଯାଇଛି।

 

 

 

Get real time updates directly on you device, subscribe now.