fbpx
BJD
BJD SKY
BJD SKY

ଆଜି ଶ୍ରୀଜିଉଙ୍କର ସୁନାବେଶ

BJD

ପୁରୀ,୨/୭(ଓଡିଶା ଭାସ୍କର): ମାଉସୀ ଘରୁ ବାହୁଡିଲେ ଶ୍ରୀଜିଉ। ସିଂହଦ୍ୱାର ଆଗରେ ତିନି ରଥ । ଆଜିି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ସୁନାବେଶ । ରାଜରାଜେଶ୍ୱର ବେଶରେ ରଥ ଉପରୁ ଦର୍ଶନ ଦେବେ ଶ୍ରୀଜିଉ। ଅପରାହ୍ନ ୪ଟାରୁ ସୁନାବେଶ ଆରମ୍ଭ ହେବ ବୋଲି ଜଣାପଡିଛି।

ମହଣ ମହଣ ସୁନା ଆଭୁଷଣ ଲାଗି ହେବେ ମହାପ୍ରଭୁ। ଦୁଇ ପୟର, ଦୁଇ ଭୁଜ, କିରିଟି ସମେତ ୩୫ରୁ ଉର୍ଦ୍ଧ୍ବ ଅଳଙ୍କାର ଲାଗି ହେବ। ସୁନାବେଶ ବେଳେ ରଥ ଉପରେ ରହିବେ କମ ସଂଖ୍ୟକ ସେବାୟତ। ଅନ୍ୟପଟେ ଦିନ ୩ଟାରୁ ରାତି ୧୦ଟା ଯାଏ କର୍ଫ୍ୟୁ ଓ ସଟ୍‌ଡାଉନ ଜାରି ରହିବ।

Get real time updates directly on you device, subscribe now.