fbpx

ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି

ଭୁବନେଶ୍ୱର, ୩/୭(ଓଡିଶା ଭାସ୍କର):ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି ହେବ। ରଥାରୁଢ ଦିଅଁଙ୍କ ପାଖରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଅଧର ପଣା ଉଚ୍ଚ ହାଣ୍ଡିରେ ଲାଗି ହେବ । ରଥରେ ଅବସ୍ଥାନ କରୁଥିବା ଚଣ୍ଡି-ଚାମୁଣ୍ଡାଙ୍କ ଶାନ୍ତି ପାଇଁ ମହାପ୍ରଭୁଙ୍କ ଏହି ନିିିିିଆରା ନୀତି କରାଯାଇଥାଏ।  

ଗତ କାଲି ମହାପ୍ରଭୁଙ୍କ ସୁନାବେଶ ହୋଇଥିଲା। ରଥରେ ମହଣ ମହଣ ସୁନାରେ ସଯେଇ ହୋଇ ମହାପ୍ରଭୁ ଦର୍ଶନ ଦେଇଥିଲେ।

Get real time updates directly on you device, subscribe now.