fbpx

ଓବାମା, ନେତନ୍ୟାହୁ ଓ ବିଲ୍ ଗେଟସଙ୍କ ଭଳି ବ୍ୟବସାୟୀଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ

ନୂଆଦିଲ୍ଲୀ,୧୬/୭: ବିଶ୍ୱର ବଡବଡ ନେତା, ସେଲିବ୍ରିଟି, ବ୍ୟବସାୟୀ ଓ କମ୍ପାନୀର ଟ୍ୱିଟର ଆକାଉଣ୍ଟ ହ୍ୟାକ ହେବାରେ ଲାଗିଛି। ସେହିଭଳି ଓବାମା, ନେତନ୍ୟାହୁ ଓ ବିଲ୍ ଗେଟସଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଛି। ଆମାଜନ ଓ ଟେଲସା ସିଇଓଙ୍କ ଆକାଉଣ୍ଟ , ଆପଲ, ଉବେର ଭଳି କମ୍ପାନିର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଛି। ହ୍ୟାକ୍ ସମ୍ପର୍କରେ ଯାଞ୍ଚ କରାଯାଉଥିବା ସୂଚନା ଦେଇଛି ଟ୍ୱିଟର ।

Get real time updates directly on you device, subscribe now.