fbpx

ଭିସିରେ ହେବ ବିଧାନସଭାର ଷ୍ଟାଣ୍ଡିଂ କମିଟି ବୈଠକ

ଭୁବନେଶ୍ୱର,୧୬ ।୭(ଓଡିଶା ଭାସ୍କର): କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭିଡିଓ କନଫରେନ୍ସିଂରେ ବିଧାନସଭାର ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହେବ । ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଚାହିଁଲେ ଜିଲ୍ଲା ଓ ବ୍ଲକ ହେଡକ୍ୱାର୍ଟରରେ ବିଧାୟକମାନେ ରହିପାରିବେ । ଏନେଇ ଆଜି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ତେବେ ରାଜ୍ୟରେ କରୋନା ମହାମାରୀ ଅଧିକ ସକ୍ରିୟ ହେବାରେ ଲାଗିଛି । ଆଜି ୪୯୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୁଣ୍ଡ ନେଇଛି କରୋନା ।

Get real time updates directly on you device, subscribe now.