କାଳିଆ ପାଖେ ଲାଗୁଥିବା ଛପନ ଭୋଗର ନାମ ଜାଣିଛନ୍ତି କି? ଅଟକାଳିରୁ ଆରମ୍ଭ ହଂସ ବଲ୍ଲଭରେ ଶେଷ
ଜାଣନ୍ତୁ ମହାପ୍ରଭୁଙ୍କ ପାଖେ ଲାଗୁଥିବା ୫୬ ଭୋଗର ନାମ
ଓଡ଼ିଶା ଭାସ୍କର: ପୁରୀ ଶ୍ରୀମନ୍ଦିର ବିଶ୍ୱ ପ୍ରସିଦ୍ଧ। ଏଠାରେ ଭକ୍ତ ମହାପ୍ରଭୁଙ୍କୁ ଡାକିଲେ ସେ ଓ କରନ୍ତି। ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ୫୬ ପ୍ରକାରର ଭୋଗ ଲାଗିଥାଏ। ଏହାକୁ ଛପନ ଭୋଗ ମଧ୍ୟ କୁହାଯାଇଥାଏ। ଏହି ଭୋଗ ସାର ଦୁନିଆରେ ପ୍ରସିଦ୍ଧ। ତେବେ ଆସନ୍ତୁ ଜାଣିବା ଏହି ୫୬ ପ୍ରକାରର ଭୋଗର ନାମ।
୧)ଅଟକାଳି
୨) ଅମାଲୁ
୩) ଆରିସା
୪) ଏଣ୍ଡୁରି
୫) କଦମ୍ବ
୬)କାକରା
୭)କାନ୍ତି
୮) ହଂସକେଖି
୯) କୋରା
୧୦) ଖଇର
୧୧) ଚୂଳ
୧୨) ଖଜା
୧୩) ଖିରି
୧୪) ଖୁରୁମା
୧୫) ଖେଚୁଡ଼ି
୧୬) ଗଇଁଠା
୧୭) ଗଜା
୧୮) ଗୋଟାଳି
୧୯) ଚକଟା
୨୦) ଚକୁଳି
୨୧) ଚିତଉ
୨୨) ଛୁଞ୍ଚପତ୍ର ପିଠା
୨୩) ଜଗନ୍ନାଥ ବଲ୍ଲଭ
୨୪) ଜେନାମଣି
୨୫) ଝିଲି
୨୬) ଡାକୁଆ
୨୭) ଡାଳିମ୍ବ (ଦାନ୍ତଭଙ୍ଗା)
୨୮) ଛେନା ତାଡ଼ିଆ
୨୯) ତ୍ରୀପୁରି
୩୦) ଧଉଳା
୩୧) ନାଡ଼ି
୩୨) ପଣାସୁଆ
୩୩) ପଣା
୩୪) ଅଦାପାଚେଡ଼ି
୩୫) ସରପାପୁଡ଼ି
୩୬)ପାଳୁଅ ଖିରି
୩୭) ପଖାଳ
୩୮) ପିଠା(ପୋଡ଼, ସାତପୁରୀ, କାନ୍ତି, ସୁଆର, ମହୁବୀର)
୩୯) ପୁରି
୪୦) ସରପୁଳି
୪୧) ଫେଣି
୪୨) ବଡ଼ା
୪୩) ବଳୀ ବାମନ
୪୪) ଭଜା
୪୫)ଖୁଆମଣ୍ଡା
୪୬) ମନୋହରା
୪୭) ମହାଦେଈ
୪୮) ଛେନା ମାଣ୍ଡୁଆ
୪୯) ମୋହନ ଭୋଗ
୫୦) ରସାବଳୀ
୫୧) ଲଡ଼ୁ
୫୨) ରାଧାବଲ୍ଲଭ
୫୩) ଲହୁଣିଆ
୫୪) ଲକ୍ଷ୍ମୀବିଳାସ
୫୫)ସରସ୍ୱତୀଆ
୫୬) ହଂସ ବଲ୍ଲଭ