fbpx

୧୫ ଦେହଜୀବୀ ଉଦ୍ଧାର

ମୟୂରଭଞ୍ଜ,୨୧ ।୧୨(ଓଡିଶା ଭାସ୍କର): ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଥିବା ୩ଟି ଲଜରେ ଚଢାଉ କରିଛି ପୋଲିସ । ଏଥିରୁ ୧୫ ଜଣ ଦେହଜୀବୀ ଉଦ୍ଧାର ହୋଇଥିବା ବେଳେ ୧୫ ଜଣ ଗ୍ରାହକଙ୍କୁ ପୋଲିସ ଅଟକ ରଖିଛି । ଆଗକୁ ନୂଆବର୍ଷ ଆସୁଥିବାରୁ ବିଭିନ୍ନ ହୋଟେଲରେ ଟାଉନ ପୋଲିସ ଚଢାଉ କରିଛି ।

ଏହା ପୂର୍ବରୁ ଭବାନୀପାଟଣା ଟାଉନ୍‌ ଥାନା ପୋଲିସ ସ୍ଥାନୀୟ ନକଟିଗୁଡାରେ ଥିବା ଏକ ଘର ଉପରେ ଚଢ଼ାଉ କରି ସେକ୍ସ ର଼୍ୟାକେଟ୍‌ ଠାବ କରିଥିଲା । ସେଠାରୁ ୪ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଯୁବକଙ୍କୁ ଅଟକ ରଖାଯାଇଥିଲା ।

Get real time updates directly on you device, subscribe now.