ସାମ୍ନାକୁ ଆସିଲା ପାଣିରେ ବୁଡ଼ି ମୃତ୍ୟୁ ସଂଖ୍ୟାର ରିପୋର୍ଟ, କଟକରେ ସର୍ବାଧିକ ମାମଲା
ପାଣିରେ ବୁଡ଼ି କଟକରେ ସର୍ବାଧିକ ମୃତ୍ୟୁ
କଟକ: ସାମ୍ନାକୁ ଆସିଲା ପାଣିରେ ବୁଡ଼ି ମୃତ୍ୟୁ ସଂଖ୍ୟାର ରିପୋର୍ଟ। ୩ ବର୍ଷରେ ପାଣିରେ ବୁଡ଼ି ସମୁଦାୟ ୨୦୬୪ ଜଣଙ୍କର ମୃତ୍ୟୁ ଘଟିଥହିବା ଜଣାପଡିଛି। ସମୁଦ୍ର, ନଦୀ ଓ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି।
ଏହି ରିପୋର୍ଟ ମୁତାବକ, କଟକରେ ସର୍ବାଧିକ ୨୫୨ ଜଣଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ସେହିପରି ମୟୂରଭଞ୍ଜରେ ୨୫୧ ଜଣଙ୍କ ମୃତ୍ୟୁ ଘଟିଛି। କୋରାପୁଟରେ ୨୦୭ ଏବଂ ନବରଙ୍ଗପୁରରେ ୧୦୨ ଜଣଙ୍କର ପାଣିରେ ବୁଡ଼ି ପ୍ରାଣହାନି ଘଟିଛି।